Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିରଳ କଇଁଛ, ପିଠିରେ ରହିଛି ଜଗନ୍ନାଥଙ୍କ ଆଖି ଭଳି ଚିତ୍ର

8/09/2021 at 8:40 AM

ପଟ୍ଟାମୁଣ୍ଡାଇ ୦୮।୦୯: ବିରଳ କଇଁଛ ଉଦ୍ଧାର । ତା ପିଠିରେ ଜଗନ୍ନାଥଙ୍କ ଆଖି ଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଜୟକୁଣ୍ଡା ଅଞ୍ଚଳରୁ ଏହି ବିରଳ କଇଁଛ ଉଦ୍ଧାର ହୋଇଛି।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଜୟକୁଣ୍ଡା ଗାଁର କୈଳାଶ ବାରିକ ଗାଁ ପାଖ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ କଇଁଛ ପଡିଥିଲା। କଇଁଛର ଉପର ଭାଗରେ ପ୍ରଭୁ ଜଗନ୍ନାଥଙ୍କ ଚାରୋଟି ଆଖି ଚିତ୍ରିତ ହୋଇଛି। ଏହି ବିରଳ କଇଁଛ ପିଠିରେ ଜଗନ୍ନାଥଙ୍କ ଆଖି ଭଳି ଚିହ୍ନ ଥିବାରୁ ତାକୁ ଦେଖିବା ପାଇଁ ଗାଁରେ ଭିଡ଼ ଲାଗିରହିଛି।

   Related Posts