ଖୋର୍ଦ୍ଧାରୁ ବିରଳ ପ୍ରଜାତିର ପେଚା ଉଦ୍ଧାର, ଦେଖିବାକୁ ଭିଡ ଜମାଇଲେ ଲୋକେ

Published By : Prameya-News7 Bureau | March 07, 2020 IST

ଖୋର୍ଦ୍ଧା ୭।୩: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର ହୋଇଛି । ପେଚାକୁ ଜଣେ ପୋଲିସ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର କରାାଯିବା ପରେ ପେଚାଟିକୁ ଖୋର୍ଦ୍ଧା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ରଖାଯାଇଛି । ପେଚାଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଉଦ୍ଧାର ପେଚାକୁ ନନ୍ଦନକାନନ ବଣରେ ଛଡାଯିବ ବୋଲି ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.