Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ତେଲ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

30/12/2020 at 10:25 AM

ସୁବର୍ଣ୍ଣପୁର ୩୦।୧୨: ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ତେଲ ନଦୀରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ତେଲ ନଦୀରେ ବୁଧବାର ସକାଳୁ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଏହି ବିରଳ ପ୍ରଜାତିର ମାଛଟିକୁ ଧରିଥିଲେ ।

ସୂଚନାଯୋଗ୍ୟ ଯେ, ସଞ୍ଜୟ ଅଧିକାରୀ ଏବଂ ପ୍ରମୋଦ ନାୟକ ଡଙ୍ଗାରେ ତେଲ ନଦୀରେ ମାଛ ମାରୁଥିଲେ । ୧ କିଲୋଗ୍ରାମ ଓଜନର ଏହି ବିରଳ ପ୍ରଜାତିର ମାଛ ଜାଲରେ ଲାଗିଥିଲା । ଏହାକୁ ଦେଖିବା ପାଇଁ ଲୋକେ ରୁଣ୍ଡ ହୋଇଯାଇଥିଲେ । ପୂର୍ବରୁ ଏ ପ୍ରକାର ମାଛ ଦେଖି ନଥିବା ସ୍ଥାନୀୟଲୋକ କହୁଛନ୍ତି । ତେବେ ମାଛଟି କେଉଁ ପ୍ରଜାତିର ତାହା ଜଣାପଡିନାହିଁ ।

   Related Posts