Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ନାଲିଆ ରଙ୍ଗର ବଗ

29/07/2021 at 11:10 AM

ମହାକାଳପଡା ୨୯।୭: କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ ବିରଳ ପ୍ରଜାତିର ଲାଲ ରଙ୍ଗର ବଗ ଦେଖିବାକୁ  ମିଳିଛି ।  ଯାହାକୁ ନେଇ ପରିବେଶପ୍ରେମୀ ମନରେ ଆନନ୍ଦ ପ୍ରକାଶ ପାଇଛି । ଗହୀରିମଥା  ସାମୁଦ୍ରିକ ଅଭୟାରଣ୍ୟ, ବଣ୍ୟପ୍ରାଣୀ ଲୁଣା ଜଙ୍ଗଲ ଜମ୍ବୁ ରେଞ୍ଜ ଅଧିନରେ ଥିବା ଲୁଣା ଜଙ୍ଗଲ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଧଳା, କଳା, ଧୂଷର ଆଦି ରଙ୍ଗର ବଗ ଦେଖିବାକୁ ମିଳେ ।

ପ୍ରଥମ ଥର ପାଇଁ ମହାକାଳପଡା ବ୍ଲକର ଛପାଲି ଅଞ୍ଚଳର ଦୃଶ୍ୟ ଏକ ଚାଷ ଜମିରେ ଏହି ଲାଲ ରଙ୍ଗର ବଗର ସନ୍ଧାନ ମିଳିଛି । ସମୟକ୍ରମେ ଏହି ରଙ୍ଗର ବଗର ବଂଶ କ୍ରମେ ଲୋପ ପାଇଯାଇଥିଲା ।

ଏବେ ପୁଣି ଦେଖିବାକୁ ମିଳିଥିବାରୁ ଯାହାକି ବିଲୁପ୍ତ ଲାଲ ରଙ୍ଗର ବଗ ବଂଶ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡିଛି । 

   Related Posts