Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଧାମରା ଚନ୍ଦିନୀପାଳ ଜେଠିରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ବିକ୍ରି ହେଲା ୭ ଲକ୍ଷରେ

25/09/2019 at 10:48 AM

ଚାନ୍ଦବାଲି ୨୫।୯: ମାଛର ଦାମ୍ ୭ଲକ୍ଷ ଟଙ୍କା । ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳ ଜେଠିରୁ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ । ଏହି ମାଛର ଓଜନ ୧୦୭ କିଲୋ । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି କରାଯାଇଛି ଏହି ମାଛ । ବିରଳ ମାଛର ନାମ ହେଉଛି ଡୋନ୍ ସାଗର । ଚେନ୍ନାଇର ଏକ ମେଡିସିନ କମ୍ପାନୀ ଏହି ମାଛକୁ କିଣିଛି ।

   Related Posts