Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମାଟି ତଳୁ ବିରଳ ମୂର୍ତ୍ତି ଉଦ୍ଧାର ଘଟଣା, ତଦନ୍ତ କଲେ ଜିଲ୍ଲାପାଳ

12/06/2020 at 10:10 PM

ନୀଳଗିରି, ୧୨|୦୬: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ନରସିଂହପୁର ପଞ୍ଚାୟତ ପ୍ରତାପଡା ଗ୍ରାମରେ ଜଣେ ବ୍ୟକ୍ତି ଗାଡ଼ିଆ ଖୋଳୁଥିବା ବେଳେ ବିରଳ ନାରାୟଣ ମୂର୍ତି ଉଦ୍ଧାର କରାଯାଇଥିଲା।  ଶୁକ୍ରବାର ବାଲେଶ୍ଵର ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

ପ୍ରତାପଡା ଗ୍ରାମର ଜଗନିବାସ ପାଣିଗ୍ରାହୀ ଗତକାଲି ନିଜ ବାଡ଼ିରେ ଗାଡ଼ିଆ ଖୋଳୁଥିଲେ।୧୦ ଫୁଟ ଖୋଲାଯିବା ପରେ ବିରଳ ନାରାୟଣ  ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ମୂର୍ତ୍ତିର ମସ୍ତକ ଭାଗ ଭାଙ୍ଗିଯାଇଥିବା ମଧ୍ୟ  ଦେଖିବାକୁ ମିଳିଥିଲା। ମୂର୍ତି କିପରି ଗାଡ଼ିଆ ଭିତରକୁ ଆସିଲା ଏନେଇ ଜିଲ୍ଲା ପ୍ରଶାସନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା।ମୂର୍ତିଟିର ମସ୍ତକ ଭଗ୍ନ ଥିବାବେଳେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

   Related Posts