ବଢିଲା ରେପୋ ରେଟ୍
1/08/2018 at 12:43 PM

ବଢିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିଥିବା ତ୍ରୟମାସିକ ମୁଦ୍ରାନୀତିରେ ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ରେପୋ ରେଟ୍ ବୃଦ୍ଧି ପରେ ୬.୫୦ ପ୍ରତିଶତ ହୋଇଛି ।ରିଭର୍ସ ରେପୋ ଅପରିବର୍ତ୍ତିତ ରହିଛି । ତିନି ମାସରେ ଦୁଇ ଥର ରେପୋରେଟ ବୃଦ୍ଧି ପାଇଥିବା ବେଳେ ୨୦୧୩ ଅକ୍ଟୋବର ପରେ ଲଗାତର ରେପୋ ରେଟରେ ବୃଦ୍ଧି ଘଟିଛି । ଆଜିର ଘୋ।ଷଣାପରେ ଗୃହ ଋଣ ଏବଂ ଗାଡ଼ି ଋଣ କିସ୍ତି ମହଙ୍ଗା ହେବ
Related Posts
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021