Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||
  • ଚାନ୍ଦବାଲି : ଧାମରା ରେଳପଥରେ କଟି ଯୁବକଙ୍କ ମୃତ୍ୟୁ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ
  • ||
  • ଖୋର୍ଦ୍ଧା : ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ, ୭ଟି ଟ୍ରକ୍ ଜବତ
  • ||
  • ଉଦଳା : ଅନ୍ୟ ଜିଲ୍ଲାକୁ ଚାଲାଣ ବେଳେ ୪ ଶିଶୁ ଶ୍ରମିକ ଉଦ୍ଧାର
  • ||
  • କୋରାପୁଟ : କୋଟିଆରେ ଓଡିଶା-ଆନ୍ଧ୍ର ଛକାପଞ୍ଝା, ରାଜ୍ୟ ବାଣ୍ଟୁଛି କରୋନା ଟିକା, ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା
  • ||

ବଢିଲା ରେପୋ ରେଟ୍

1/08/2018 at 12:43 PM

ବଢିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିଥିବା ତ୍ରୟମାସିକ ମୁଦ୍ରାନୀତିରେ ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ରେପୋ ରେଟ୍ ବୃଦ୍ଧି ପରେ ୬.୫୦ ପ୍ରତିଶତ ହୋଇଛି ।ରିଭର୍ସ ରେପୋ ଅପରିବର୍ତ୍ତିତ ରହିଛି । ତିନି ମାସରେ ଦୁଇ ଥର ରେପୋରେଟ ବୃଦ୍ଧି ପାଇଥିବା ବେଳେ ୨୦୧୩ ଅକ୍ଟୋବର ପରେ ଲଗାତର ରେପୋ ରେଟରେ ବୃଦ୍ଧି ଘଟିଛି । ଆଜିର ଘୋ।ଷଣାପରେ ଗୃହ ଋଣ ଏବଂ ଗାଡ଼ି ଋଣ କିସ୍ତି ମହଙ୍ଗା ହେବ

   Related Posts