ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ
18/08/2019 at 2:15 PM

ଗଞ୍ଜାମ ୧୮/୮: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। କବିସୂର୍ଯ୍ୟନଗର ବାଲିଛାଇ ଫାଣ୍ଡି ଅଂଚଳରେ ଘଟିଥିବା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା।
ଅଭିଯୁକ୍ତର ନାଁ ଉଧବ ନାହାକ। ଅଭିଯୁକ୍ତକୁ ଗିରଫ ପରେ ପୋଲିସ୍ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021