Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ସପ୍ତମ ଶ୍ରେଣୀ ଛାତ୍ର ସହ ଅପ୍ରାକୃତିକ ଯୌନ ସଂପର୍କର ଭିଡ଼ିଓ ଭାଇରାଲ କରି ଯୁବକ ହେଲେ ଗିରଫ, ପୂର୍ବରୁ ବି ଜଣେ ଯୁବତୀର କରିଥିଲେ ଭାଇରାଲ

8/02/2019 at 8:42 PM

ପାଟଣା ୮/୨- ବିହାର ପାଟଣାରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ୭ମ ଶ୍ରେଣୀ ଛାତ୍ର ସହ ଅପ୍ରାକୃତିକ ଯୌନ ସଂପର୍କ ରଖି ଭିଡ଼ିଓ ଭାଇରାଲ କରିବା ଘଟଣାରେ ଗିରଫ ହେଲେ ୩ଜଣ ଯୁବକ ।

ପାଟଣା କଟିଆର ମୁସାଫିଲ ଅଂଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ଏଭଳି ଦୁଷ୍କର୍ମ କରିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାପରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଦିଆଯାଇଥିଲା ଏତାଲା । ସ୍କୁଲ ଫେରିବା ସମୟରେ କିଛି ଯୁବକ ଛାତ୍ରଙ୍କୁ ରାସ୍ତାରୁ ଟେକିନେଇଥିଲେ । ରାସ୍ତାରୁ ଟେକିନେଇ ଯୁବକମାନେ ଛାତ୍ରଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସଂପର୍କ । ଏହି ଅପ୍ରାକୃତିକ ସଂପର୍କର ଭିଡ଼ିଓ ଯୁବକମାନେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ।

ଏହି ଭିଡ଼ିଓକୁ ପରିବାର ଲୋକ ଦେଖିବା ପରେ ଥାନାରେ ଆଣିଥିଲେ ଅଭିଯୋଗ ।

କେବଳ ଏହି ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ସେମାନେ ଜଣେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଓ ତା ର ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ିବାକୁ ନେଇ ହୋଇଥିଲା ଚର୍ଚ୍ଚା । ପୋଲିସ ଯୁବକଙ୍କୁ ଗିରଫ କଲା ପରେ ଏସବୁ କଥା ପଦାକୁ ଆସିଛି ।

   Related Posts