Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ଅଙ୍ଗନବାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ:ନା ମାନେ ନା

7/06/2018 at 9:41 AM

ଅଙ୍ଗନବାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ । ପ୍ରତିବାଦ କରିବାରୁ ପୀଡିତାଙ୍କ ସ୍ବାମୀଙ୍କୁ ଅଭିଯୁକ୍ତ ମାଡ ମାରିଥିବା ଅଭିଯେ।ଗ । ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସେମିଲିକିଆ ଗାଁରେ । ଅଙ୍ଗନବାଡି କର୍ମୀ ଏକୁଟିଆ ରାସ୍ତାରେ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିଥଲେ ନାଏବ ସରପଞ୍ଚ ।

ତେବେ ପୀଡିତା କୌଶଳକରି ସେଠାରୁ ଖସି ଆସି ସ୍ବାମୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ତେବେ ପୁଣି ଥରେ ସ୍ବାମୀଙ୍କ ସହ ଅଙ୍ଗନଓ।ଡି କେନ୍ଦ୍ରକୁ ଗଲା ବେଳେ ତାଙ୍କ ସ୍ବାମୀଙ୍କୁ ମାଡ ମାରିଥିଲା ଅଭିଯୁକ୍ତ । ମାଡ ମାରିବା ସହ ସେମାନଙ୍କ ବାଇକ୍ କୁ ଭଙ୍ଗାରୁଜା କରୁଥିବା ଅଭିଯେ।ଗ ହେ।ଇଛି । ଏମିତିକି ଗାଁକୁ ଆସିଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଛି ଅଭିଯୁକ୍ତ । ଏନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

   Related Posts