ଜଙ୍ଗଲକୁ ଟେକି ନେଇ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | November 08, 2019 IST

ଜୟପୁର ୮।୧୧ : କୋରାପୁଟ ବୋରିଗୁମ୍ମା ଆମ୍ବଡ଼ି ଗୁଡା ଗାଁରେ ୬ ବର୍ଷ ର ଶିଶୁକୁ ଦୁଷ୍କର୍ମ  ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

{"id":180776,"width":564,"height":310}

ସୂଚନାଯୋଗ୍ୟ ଯେ,  କୋରାପୁଟ ବୋରିଗୁମ୍ମା ଆମ୍ବଡ଼ି ଗୁଡା ଗାଁରେ ୬ ବର୍ଷ ର ଶିଶୁକୁ ଦୁଷ୍କର୍ମ   ଅଭିଯୋଗ ହୋଇଛି । ଶିଶୁ କନ୍ୟାକୁ ଚାଷ ଜମିରେ ମାଛ ଧରିବା ଆଳ ଦେଖାଇ ଘରୁ ଡାକି ନେଇଥିଲା ।  ଗାଁ ନିକଟରେ ଥିବା ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  । ଶିଶୁଟି ଘରକୁ ଫେରିବା ପରେ ତାଙ୍କ  ମା ଙ୍କୁ ସମସ୍ତ ଘଟଣା ଜଣାଇଥିଲା । ପରିବାର ଲୋକେ ଥାନାରେ ଅଭିଯୋଗ ହୋଇଥିଲେ ବି କାହାକୁ ଗିରଫ କରାଯାଇନାହିଁ । ଶିଶୁ କନ୍ୟା କୁ ଜୟପୁର ମେଡିକାଲ ରେ ଭର୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.