ନାବାଳିକାକୁ ଦଷ୍କର୍ମ ଅଭିଯୋଗ
7/10/2019 at 10:56 PM

ବ୍ରଜରାଜନଗର ୦୭।୧୦- ବ୍ରଜରାଜ ନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ପିଜୁଳୀ ଖାଇବାକୁ ଡାକି ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁର୍ବୃତ୍ତ ଏହି ଘଟଣା ପରେ ଫେରାର ହୋଇଯାଇଛି। ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021