ସଡକ ଦୁର୍ଘଟଣାରେ ପୁଅ ମୃତ ମାଆ ଗୁରୁତର

Published By : Prameya-News7 Bureau | October 19, 2019 IST

କେନ୍ଦୁଝର - କେନ୍ଦୁଝର ର ନଇଗା ନିକଟରେ  ଟେମ୍ପୋ ଧକ୍କା ରେ ପୁଅ ମୃତ ମା ଗୁରୁତର । ମୃତକ ହେଲେ ବେଲପୋଷି ଗାର ହିମାଂଶୁ ମହାନ୍ତ । ଆଜି ସନ୍ଧ୍ୟା ୭ ଟା ୩୦ ମିନିଟ ସମୟରେ ମା ଓ ପୁଅ  ମୋଟର ସାଇକେଲରେ ମା ଓ ପୁଅ ଘରକୁ ଫେରୁଥିବା  ସମୟରେ ଏକ ଟେମ୍ପୋ ଧକ୍କା  ଦେଇ ଫେରାର  ହୋଇଯାଇଥିଲା ।

ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରୁ  ଉଭୟଙ୍କୁ ଉଦ୍ଧାର କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ମା ଙ୍କ ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.