Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସଡକ ଦୁର୍ଘଟଣାରେ ପୁଅ ମୃତ ମାଆ ଗୁରୁତର

19/10/2019 at 11:35 PM

କେନ୍ଦୁଝର – କେନ୍ଦୁଝର ର ନଇଗା ନିକଟରେ  ଟେମ୍ପୋ ଧକ୍କା ରେ ପୁଅ ମୃତ ମା ଗୁରୁତର । ମୃତକ ହେଲେ ବେଲପୋଷି ଗାର ହିମାଂଶୁ ମହାନ୍ତ । ଆଜି ସନ୍ଧ୍ୟା ୭ ଟା ୩୦ ମିନିଟ ସମୟରେ ମା ଓ ପୁଅ  ମୋଟର ସାଇକେଲରେ ମା ଓ ପୁଅ ଘରକୁ ଫେରୁଥିବା  ସମୟରେ ଏକ ଟେମ୍ପୋ ଧକ୍କା  ଦେଇ ଫେରାର  ହୋଇଯାଇଥିଲା ।

ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରୁ  ଉଭୟଙ୍କୁ ଉଦ୍ଧାର କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ମା ଙ୍କ ଅବସ୍ଥା ଗୁରୁତର ରହିଛି ।

   Related Posts