ଆଲିଆ ଭଟ୍ଟ ଏବଂ କଲ୍କିଙ୍କ ସହ ଲିପ୍ ଲକ୍ କରିବେ ରଣବୀର

Published By : Prameya-News7 Bureau | December 24, 2018 IST

ମୁମ୍ବାଇ ୨୪/୧୨: ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ଗଲି ବୟ’ ଆସନ୍ତା ଭ୍ୟାଲେଣ୍ଟାଇନ୍ ଡେ ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ମୁମ୍ବାଇର ଏକ ରାପରର ପ୍ରେମ କାହାଣୀ ଉପରେ ଆଧାରିତ। ସୂଚନା  ମିଳିଛି ଯେ ରଣବୀର ସିଂହ ଏହି ଫିଲ୍ମରେ ବହୁତ କିସିଂ ସିନ୍ ଦେଇଛନ୍ତି।

wp:gallery {"ids":[66705]} /wp:gallery

‘ଗଲି ବୟ’ରେ ରଣବୀର କେବଳ ରାପ୍ କରୁଥିବାର ଦେଖିବାକୁ ମିଳିବେ ଏବଂ ଦୁଇଜଣ ଅଭିନେତ୍ରୀଙ୍କୁ କିସିଙ୍ଗ୍ ସିନ୍ କରୁଥିବାର ଦେଖିବାକୁ ମିଳିବେ। ଏହି ଫିଲ୍ମରେ ରଣବୀର ଆଲିୟା ଭଟ୍ଟ ଏବଂ କଲ୍କି କୋଚଲିନଙ୍କୁ ଲିପ୍ ଲକ୍ କରୁଥିବାର ଦେଖିବାକୁ ମିଳିବ। ଆଲିୟାଙ୍କ ସହ ଲିପ୍ ଲକର ସୁଟିଂ ସରିଯାଇଥିବାବେଳେ କଲ୍କିଙ୍କ ସହ ସୁଟିଂ ଏବେ ଯାଏଁ ବାକି ରହିଛି।

wp:gallery {"ids":[66701]} /wp:gallery

ଜୋୟା ଅଖତରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୧୪ତାରିଖରେ ରିଲିଜ ହେବ। ରଣବୀର,ଆଲିୟା ଏବଂ କଲ୍କିଙ୍କ ବ୍ୟତୀତ ଏହି ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ,ବିଜୟ ରାଜ ଏବଂ ବିଜୟ ବର୍ମା ମଧ୍ୟ ଦେଖିବାକୁ ମିଳିବେ।  

wp:gallery {"ids":[66706]} /wp:gallery

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.