Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଆଲିଆ ଭଟ୍ଟ ଏବଂ କଲ୍କିଙ୍କ ସହ ଲିପ୍ ଲକ୍ କରିବେ ରଣବୀର

24/12/2018 at 1:18 PM

ମୁମ୍ବାଇ ୨୪/୧୨: ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ଗଲି ବୟ’ ଆସନ୍ତା ଭ୍ୟାଲେଣ୍ଟାଇନ୍ ଡେ ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ମୁମ୍ବାଇର ଏକ ରାପରର ପ୍ରେମ କାହାଣୀ ଉପରେ ଆଧାରିତ। ସୂଚନା  ମିଳିଛି ଯେ ରଣବୀର ସିଂହ ଏହି ଫିଲ୍ମରେ ବହୁତ କିସିଂ ସିନ୍ ଦେଇଛନ୍ତି।

‘ଗଲି ବୟ’ରେ ରଣବୀର କେବଳ ରାପ୍ କରୁଥିବାର ଦେଖିବାକୁ ମିଳିବେ ଏବଂ ଦୁଇଜଣ ଅଭିନେତ୍ରୀଙ୍କୁ କିସିଙ୍ଗ୍ ସିନ୍ କରୁଥିବାର ଦେଖିବାକୁ ମିଳିବେ। ଏହି ଫିଲ୍ମରେ ରଣବୀର ଆଲିୟା ଭଟ୍ଟ ଏବଂ କଲ୍କି କୋଚଲିନଙ୍କୁ ଲିପ୍ ଲକ୍ କରୁଥିବାର ଦେଖିବାକୁ ମିଳିବ। ଆଲିୟାଙ୍କ ସହ ଲିପ୍ ଲକର ସୁଟିଂ ସରିଯାଇଥିବାବେଳେ କଲ୍କିଙ୍କ ସହ ସୁଟିଂ ଏବେ ଯାଏଁ ବାକି ରହିଛି।

ଜୋୟା ଅଖତରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୧୪ତାରିଖରେ ରିଲିଜ ହେବ। ରଣବୀର,ଆଲିୟା ଏବଂ କଲ୍କିଙ୍କ ବ୍ୟତୀତ ଏହି ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ,ବିଜୟ ରାଜ ଏବଂ ବିଜୟ ବର୍ମା ମଧ୍ୟ ଦେଖିବାକୁ ମିଳିବେ।  

 

   Related Posts