Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସାକ୍ଷାତକାର ସମୟରେ ଦୀପିକାଙ୍କୁ କିସ୍ କଲେ ରଣବୀର, ‘ସୋ’ର ଉପସ୍ଥାପକ କହିଲେ ‘ଏଇଠି ସେମିତି ହୁଅନ୍ତୁନି…’

28/11/2019 at 5:44 PM

ନୂଆଦିଲ୍ଲୀ୨୮/୧୧:  ବଲିଉଡ୍‌ ଦୁଇଜଣ ପ୍ରସିଦ୍ଧ କଳାକାର ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ  ବିବାହର ଏକ ବର୍ଷ ପୂରଣ ହୋଇଛି। ଏହି ଦୁଇଜଣଙ୍କୁ ବଲିଉଡ୍‌ରେ ସଫଳ ଯୋଡ଼ି ବୋଲି କୁହାଯାଏ। ପ୍ରତ୍ୟେକ ସାକ୍ଷାତକାରରେ ଦୀପିକା ଓ ରଣବୀର ଦୁଇଜଣ ସେମାନଙ୍କ ବ୍ୟକ୍ତିଗତ ଜୀବନର କିଛି କଥା ଶେୟାର କରିଥାଆନ୍ତି।  

ନିକଟରେ ଏକ ସାକ୍ଷାତକାର ସମୟରେ ରଣବୀର ତାଙ୍କ ପତ୍ନୀ ଦୀପିକାଙ୍କୁ ଗୋଟିଏ କିସ୍‌ କରିଥିଲେ। ଏହି ସମୟରେ ‘ସୋ’ର ଉପସ୍ଥାପକ ରଣବୀରଙ୍କୁ  କହିଥିଲେ ଯେ ଏଠାରେ ଏ ସବୁ କରନ୍ତୁ ନାହିଁ। ତେବେ  ସୋ ରେ ରଣବୀର ଓ ଦୀପିକାଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନା, ମନୋଜ ତିଓ୍ବାରୀ ଓ ବିଜୟ ସେତୁପତି ମଧ୍ୟ ଉପସ୍ଥିତ ଥିଲେ।

 ଏହି ‘‘ସୋ’ର ଉପସ୍ଥାପକ ଅନୁପମା ଚୋପ୍ରାଙ୍କ ଏକ ପ୍ରଶ୍ନର ଉତ୍ତର ଆଲିଆ ଭଟ୍ଟ ଦେବା ବେଳେ ରଣବୀର ଦୀପିକା ପାଦୁକୋନଙ୍କ କାନ୍ଧକୁ କିସ୍‌ କରିଥିଲେ। ଏହି ସମୟରେ ‘‘ସୋ’ର ହୋଷ୍ଟ କହିଥିଲେ ଯେ ଏଠାରେ ଏମିତି କରନ୍ତୁ ନାହିଁ। ଉପସ୍ଥାପଙ୍କ କଥା ଉପରେ ସବୁ କଳାକାର ପଦେ ପଦେ କହିବା ଆରମ୍ଭ କରି ଦେଇଥିଲେ।

ଏଥିପାଇଁ ସମସ୍ତ ସାମ୍ନାରେ ରଣବୀରଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।  କିଛି ସମୟ ପାଇଁ ମାହୋଲ ଟିକେ ଗୁମସୁମ୍‌ ରହିଥିଲା। କିଛି ସମୟ ପରେ ହସଖୁସି ପୁଣି ‘‘ସୋ’ର ମାହୋଲ ବଦଳି ଯାଇଥିଲା।

   Related Posts