Part-3: ୨୫ ମିନିଟ୍ ସାକ୍ଷାତକାରରେ ୧୦ଟି ଅପ୍ରିୟ ସତକଥା କହିଲେ ରାଣୀ ପଣ୍ଡା…ଦେଖନ୍ତୁ
8/06/2020 at 4:00 PM

ଭୁବନେଶ୍ବର୮/୬: ଖଣ୍ଡାଗିରି ମେଳାରୁ ବିବାଦରେ ଛନ୍ଦି ହୋଇ ପଡିଥିବା ରାଣୀ ପଣ୍ଡାଙ୍କୁ ନେଇ ଏବେ କାହିକିଁ ବିବାଦ? ଯାତ୍ରା ମାଲିକ ଏବଂ କଳାକାରମାନଙ୍କ କଳିରେ ମଝିରେ କାହିଁକି ରାଣୀ। ଗୋଟେ ପଟେ ଯାତ୍ରା କଳାକାରମାନେ ସରକାରଙ୍କ ନିକଟରେ ସହାୟତା ଦାବି କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଣୀଙ୍କ ୫୦ ହଜାର ସହାୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ ତେଜିଲା କି ବିବାଦ? ଏସବୁ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଖୋଦ୍ ନିଜେ ରାଣୀ ପଣ୍ଡା।
୧- ମୁଁ ବିବାଦୀୟ ଅଭିନେତ୍ରୀ ନୁହେଁ, କିଛି ଲୋକ ମୋତେ ଏହି ଉପାଧି ଦେଇଛନ୍ତି। ୨- ଡ୍ରେସ୍ ଖୋଲି ନାଚୁ ନାହିଁ। ମୁଁ ତ ମେନ୍ ଜିନିଷ ଘୋଡାଇ ନାଚୁଛି। ୩- ଯେଉଁଦିନ ସେଇଟା ଖୋଲି ଦେବି କଣ ହେବ? ୪- ଯଦି ଡ୍ରେସ ଖୋଲି ନାଚିବାରେ ଥିଲା, ତେବେ ମୁଁ ପର୍ଣ୍ଣ ମୋଭି କରିଥାଆନ୍ତି। ୫- ମୁଁ ଲୋକଙ୍କଠାରୁ ବହୁତ ଯନ୍ତ୍ରଣା ପାଇଛି। ୬- ମୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିବା ପରେ ଏବେ ମୁଁ କେମିତି ଚଳୁଛି। କିଏ ଜାଣିଛି କି? ୭- ଏହା ପରେ ମୋ ଯାତ୍ରା ବମ୍ ବ୍ଲଷ୍ଟ କରିବ। ଯାତ୍ରାଜଗତରେ ରେକର୍ଡ କରିବ। ୮- ଏ ସମାଜ ମୋତେ ଚରିତ୍ରହୀନାର ଆକ୍ଷା ଦେଇଛି। ୯- ମୁଁ ହାରି ହାରି ଜିତିବା ଶିଖିଛି। ୧୦- ମୁଁ ସଲମାନ ଖାନ ହୋଇଥାଆନ୍ତି ତେବେ ପୁରା ଯାତ୍ରା ଜଗତର ସମସ୍ତ କଳାକାରଙ୍କୁ ସାହାଯ୍ୟ କରିଥାଆନ୍ତି। ଦେଖନ୍ତୁ