ରାଣୀ ପଣ୍ଡା କମ୍ପାଇଲେ ମଞ୍ଚ, ଛୋଟ ପୋଷାକରେ ନାଚିଲେ- ଖଣ୍ଡଗିରି ନୁହେଁ କଣ୍ଟିଲୋ ମାଘ ମେଳାରେ

Published By : Prameya-News7 Bureau | February 13, 2020 IST

ଭୁବନେଶ୍ୱର ୧୩।୦୨ - ରାଣୀ ପଣ୍ଡା ଯାତ୍ରାରେ ତାଙ୍କ ଜଲବା ଦେଖାଇଛନ୍ତି ।

{"id":223968,"sizeSlug":"large"}

ଖଣ୍ଡଗିରି ମାଘ ମେଳାରେ ରାଣୀ ପଣ୍ଡା ଓ ସଚ୍ଚିଦାନନ୍ଦ ନିଷେଧ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ନାଚର ଜଲଓ୍ୱା ଏବେ କଣ୍ଟିଲୋରେ ଦେଖିବାକୁ ମିଳିଛି। ରାତି ସହ ତାତି ବି ବଢୁଛି ।

{"id":223969,"sizeSlug":"large"}

ଯାତ୍ରା ପେଣ୍ଡାଲ ଉପରେ ରାଣୀଙ୍କ ନାଚ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀଙ୍କ ପ୍ରଶଂସକଙ୍କ ଭିଡ ଜମୁଛି ।

{"id":223970,"sizeSlug":"large"}

ଅଶୀଳ୍ଲ ନାଚ ତ ହେଉନି । ତଥାପି ଛୋଟ କପଡାରେ ଲାଇଭ୍‌ ନୃତ୍ୟ । କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଛନ୍ତି ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.