ତାତିଲେ ଆଇଟମ୍‌ ଗର୍ଲ ରାଣୀ ପଣ୍ଡା ,କାହିଁକି ଜାଣନ୍ତୁ- ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 25, 2019 IST

କଟକ - ଆଇଟମ୍‌ ଗର୍ଲ ରାଣୀ ପଣ୍ଡା ବାର ଡ୍ୟାନସର୍‌ଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ଭଲ ମଦ ବିକିଲେ ସରକାର ପୁରସ୍କାର ଦେଉଥିବା ବେଳେ ବାର ଡ୍ୟାନସ୍‌ର ବାର୍‌ରେ ନାଚିଲେ କଅଣ ଅସୁବିଧା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଅସୁବିଧା ହେଉଛି ତେବେ ପୁରା ବାର୍‌କୁ ବନ୍ଦ କରିବା ଦରକାର ବୋଲି କହିଛନ୍ତି ।

{"id":162584}

କେବଳ ଓଡିଶାରେ ନୁହେଁ ସାରା ଭାରତରେ ବାର୍‌ ଡ୍ୟାନସ୍ ବନ୍ଦ କରିଦିଅ ସେ କହିଛନ୍ତି । ସେ ଜଣେ ଡ୍ୟାନସର୍‌ ଆଇଟମ୍‌ ଡ୍ୟାନସ୍‌ କରନ୍ତି । କେତେ ଜଣ କେତେ ପ୍ରକାରର ନାଚ କରି ପେଟ ପୋଷୁଛନ୍ତି । ସବୁ ଡ୍ୟାନସର୍‌ ଖରାପ ନୁହନ୍ତି ବୋଲି ରାଣୀ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=msb_8pHvpJw","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=msb_8pHvpJw
/wp:core-embed/youtube

ଯାହାର ଅସୁବିଧା ହେଉଛି , ଯଦି ଅସୁବିଧା ହେଉଛି ତାହାଲେ ବାର୍‌ ଡ୍ୟାନସ୍‌କୁ ଘରେ ପଖାଳ ଭାତ ଖାଇ ରହିବେ ତାଙ୍କ ଘରକୁ ମଟନ, ଚିକେନ୍ ପଠାଅ ବୋଲି ରାଣୀ କହିଛନ୍ତି ।

ଦୁନିଆଁରେ ଅନେକ ପ୍ରକାର ଜିନିଷ ହେଉଛି ସେଠି ଦେଖାଯାଉନି ବାର ଡ୍ୟାନସ୍‌ ଉପରେ ପ୍ରତିବନ୍ଧକ ଲଗାଯାଉଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.