Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ତାତିଲେ ଆଇଟମ୍‌ ଗର୍ଲ ରାଣୀ ପଣ୍ଡା ,କାହିଁକି ଜାଣନ୍ତୁ- ଦେଖନ୍ତୁ ଭିଡିଓ

25/09/2019 at 5:25 PM

କଟକ – ଆଇଟମ୍‌ ଗର୍ଲ ରାଣୀ ପଣ୍ଡା ବାର ଡ୍ୟାନସର୍‌ଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ଭଲ ମଦ ବିକିଲେ ସରକାର ପୁରସ୍କାର ଦେଉଥିବା ବେଳେ ବାର ଡ୍ୟାନସ୍‌ର ବାର୍‌ରେ ନାଚିଲେ କଅଣ ଅସୁବିଧା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଅସୁବିଧା ହେଉଛି ତେବେ ପୁରା ବାର୍‌କୁ ବନ୍ଦ କରିବା ଦରକାର ବୋଲି କହିଛନ୍ତି ।

କେବଳ ଓଡିଶାରେ ନୁହେଁ ସାରା ଭାରତରେ ବାର୍‌ ଡ୍ୟାନସ୍ ବନ୍ଦ କରିଦିଅ ସେ କହିଛନ୍ତି । ସେ ଜଣେ ଡ୍ୟାନସର୍‌ ଆଇଟମ୍‌ ଡ୍ୟାନସ୍‌ କରନ୍ତି । କେତେ ଜଣ କେତେ ପ୍ରକାରର ନାଚ କରି ପେଟ ପୋଷୁଛନ୍ତି । ସବୁ ଡ୍ୟାନସର୍‌ ଖରାପ ନୁହନ୍ତି ବୋଲି ରାଣୀ କହିଛନ୍ତି ।

ଯାହାର ଅସୁବିଧା ହେଉଛି , ଯଦି ଅସୁବିଧା ହେଉଛି ତାହାଲେ ବାର୍‌ ଡ୍ୟାନସ୍‌କୁ ଘରେ ପଖାଳ ଭାତ ଖାଇ ରହିବେ ତାଙ୍କ ଘରକୁ ମଟନ, ଚିକେନ୍ ପଠାଅ ବୋଲି ରାଣୀ କହିଛନ୍ତି ।

ଦୁନିଆଁରେ ଅନେକ ପ୍ରକାର ଜିନିଷ ହେଉଛି ସେଠି ଦେଖାଯାଉନି ବାର ଡ୍ୟାନସ୍‌ ଉପରେ ପ୍ରତିବନ୍ଧକ ଲଗାଯାଉଛି ବୋଲି ସେ କହିଛନ୍ତି ।

   Related Posts