Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଧୁମ୍ ମଚାଇଲେ ରାଣୀ ପଣ୍ଡା, ଦେଖନ୍ତୁ ଭିଡିଓ…

3/04/2021 at 1:07 PM

ଭୁବନେଶ୍ୱର ୦୩।୦୪: ଚର୍ଚ୍ଚାରେ ପୁଣି ରାଣୀ ପଣ୍ଡା । କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ନିଜର ବିବାଦୀୟ ଡ୍ୟାନ୍ସ ଓ ବିବାଦୀୟ ବୟାନବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରାଣୀ ପଣ୍ଡା ।

ତେବେ ଏଥର ରାଣୀ ପଣ୍ଡା ପୁଣି ଚର୍ଚ୍ଚାକୁ ଆସିବାର କାରଣ ହେଉଛି , ତାଙ୍କର ଏକ ଭିଡିଓ । ଯାହାକି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡ଼ିଓରେ ଓଡିଆ ଫିଲ୍ମ ‘ମନେ ରହିଗଲା ତୁମରି ଠାରେ’ ର ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଯାହାକି ହଇଚଇ ସୃଷ୍ଟି କରିଛି ।  ଓଡିଆ ଫିଲ୍ମ ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଜ୍ୟୋତି ମିଶ୍ରଙ୍କ ଅଭିନୀତ ଏହି ଫିଲ୍ମର ଗୀତ ‘ମନେ ରହିଗଲା ତୁମରି ଠାରେ’ ରାଣୀ ପଣ୍ଡା ନାଚୁଛନ୍ତି । ଏକ ଷ୍ଟେଜ୍‌ ସୋରେ ରାଣୀଙ୍କ ମତୁଆଲା ନାଚକୁ ଦର୍ଶକ ମାନେ ଖୁବ୍‌ ପସନ୍ଦ କରିବାରେ ଲାଗିଛି । ଭିଡିଓଟି କେଉଁ ସମୟରେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆସନ୍ତୁ ଦେଖିବା ସେହି ଭିଡିଓଟିକୁ…

   Related Posts