ପ୍ରଦୀପ ମହାରଥୀଙ୍କ ଆରୋଗ୍ୟ କାମନା କରି ଭୋ, ଭୋ, ହୋଇ କାନ୍ଦିଲେ ରାଣୀ ପଣ୍ଡା: କ'ଣ କହିଲେ ନିଜେ ଶୁଣନ୍ତୁ...

Published By : Prameya-News7 Bureau | October 03, 2020 IST

ଭୁବନେଶ୍ୱର୩/୧୦: ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ପିପିଲି ବିଧାୟକ କରୋନା ସଂକ୍ରମିତ ହେବାପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ମଧ୍ୟ କଥା ହୋଇଛନ୍ତି। ଏହି ସମୟରେ ପ୍ରଦୀପ ମହାରଥୀଙ୍କ ଆରୋଗ୍ୟ କାମନା କରି ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ର ରାଣୀ ପଣ୍ଡା । ସେ କହିଛନ୍ତି, ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଶୁଣନ୍ତୁ ରାଣୀ କଣ କହୁଛନ୍ତି....

wp:html /wp:html

ସୂଚନାଯୋଗ୍ୟ ଗତ ମାସରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସେ ସୋସିଆଲ ମିଡିଆରେ ‌ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.