Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସାମ୍ନାକୁ ଆସିଲା କରୀନାଙ୍କ ସାନ ପୁଅର ଫଟୋ, ପୋଷ୍ଟ କରି ଡିଲିଟ୍ କଲେ ଅଜା ରଣଧୀର କପୁର

6/04/2021 at 12:33 PM

ମୁମ୍ବାଇ ୦୬/୦୪: ବଲିଉଡ୍ କପଲ୍ କରୀନା କପୁର ଖାନ ଏବଂ ସୈଫ୍ ଅଲ୍ଲି ଖାନ୍ ଗତ ଫେବୃଆରୀରେ ପୁଣିଥରେ ବାପା-ମା ହୋଇଛନ୍ତି । କରୀନା-ସୈଫ୍ ତାଙ୍କ ସାନ ପୁଅକୁ ଲୋକମାନଙ୍କ ନଜରରୁ ଲୁଚାଇ ରଖିଥିଲେ କିନ୍ତୁ ଅଜା ରଣଧୀର କପୁର ସାନ ନାତିର ଫଟୋ ସେୟାର କରି ଦେଇଛନ୍ତି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ପରେ ସେ ଏହି ଫଟୋକୁ ଡିଲିଟ୍ କରିଦେଇଛନ୍ତି ।

PunjabKesari

ବାସ୍ତବରେ ରଣଧୀର କପୁର ତାଙ୍କ ସାନ ନାତିର ପ୍ରଥମ ଫଟୋ ସେୟାର କରିଥିଲେ କିନ୍ତୁ କିଛି ସମୟ ପରେ ସେ ଏହି ଫଟୋକୁ ଡିଲିଟ୍ ମଧ୍ୟ କରିଦେଇଥିଲେ । ସେଥିଲାଗି କୁହାଯାଉଛି ଯେ ସେ ଏହାକୁ ଭୁଲରେ ସେୟାର କରିଦେଇଥିଲେ । ଏବେ ଏହି ଫଟୋ ଖୁବ୍ ଭାଇରାଲ୍ ହେବାର ଲାଗିଛି ଏବଂ ଲୋକମାନେ ଏହା ଉପରେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ଲେଖିଛନ୍ତି, ‘ମହମ୍ମଦ ଗଜନିଙ୍କ ଜନ୍ମଦିନରେ ଶୁଭେତ୍ସା ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଦୁଇଜଣଙ୍କ ଆଖିର ରଙ୍ଗ ଭିନ୍ନ ଭିନ୍ନ । କ୍ୟୁଟ୍ କିନ୍ତୁ ଟିକେ ଭୟାନକ ମଧ୍ୟ ।’ କେହି କେହି କରୀନାଙ୍କ ସାନ ପୁଅକୁ ତାଙ୍କ ଭଳି କହୁଥିବା ବେଳେ ଆଉକେହି ସୈଫଙ୍କ ପରି କହିଛନ୍ତି ।  

kareena kapoor

କରୀନା ଡେଲିଭରିର ଏକ ମାସପରେ କାମକୁ ଫେରିଯାଇଛନ୍ତି । ନିକଟରେ ସେ ଏକ ସୁଟିଂ ସେଟରେ ନଜର ଆସିଥିଲେ । ସେ ଖୁବ୍ ଶୀଘ୍ର ‘ଲାଲ ସିଂହ ଚଢା’ ରେ ନଜର ଆସିବେ, ଯେଉଁଥିରେ ତାଙ୍କ ସହ ଅମିର ଖାନ ଦେଖାଯିବେ ।

   Related Posts