Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ମଣିପୁରୀ ମଡେଲ୍ ଏବଂ ଅଭିନେତ୍ରୀଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ରଣଦୀପ ହୁଡ୍ଡା : ୪ବର୍ଷ ହେବ କରୁଥିଲେ ଡେଟ୍

5/03/2020 at 3:37 PM

ମୁମ୍ବାଇ ୫/୩: ରଣଦୀପ ହୁଡ୍ଡା ନିଜ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଲିନ୍ ଲେଶରାମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଲିନ୍,ପ୍ରିୟଙ୍କା ଚୋପ୍ରା ଅଭିନୀତ ‘ମ୍ୟାରିକମ’ରେ ମଧ୍ୟ ନଜର ଆସି ସାରିଛନ୍ତି। ରଣଦୀପ ଏବଂ ଲିନ୍ ୨୦୧୬ମସିହାରୁ ରିଲେସନଶିପରେ ଅଛନ୍ତି। ୪ବର୍ଷ ଡେଟ୍ କରିବା ପରେ ସେମାନେ ବିବାହ କରିବାକୁ ଯାଉଛନ୍ତି।

ଗର୍ଲଫ୍ରେଣ୍ଡ ଲିନଙ୍କୁ ସେ ପରିବାର ସହ ଦେଖା କରାଇବାକୁ ହରିୟାଣା ଆଣିବାକୁ ଯିବେ। ମଡେଲ୍ ଏବଂ ଅଭିନେତ୍ରୀ ଲିନ୍ ହିନ୍ଦୀ ଫିଲ୍ମ ‘ଉର୍ମିକା’,‘ରେଙ୍ଗୁନ’ ଏବଂ ‘ଅବା ମାରିୟା’ରେ ମଧ୍ୟ କାମ କରି ସାରିଛନ୍ତି।

   Related Posts