Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମାତ୍ର ୧୫ବର୍ଷ ବୟସରେ ଶାରିରୀକ ସମ୍ପର୍କ ରଖିଥିଲେ ରଣବୀର କପୁର : ଏହି କାରଣରୁ ଦୀପିକାଙ୍କ ସହ ହୋଇଥିଲା ବ୍ରେକଅପ୍

12/05/2020 at 1:35 PM

ମୁମ୍ବାଇ ୧୨/୫: ରଣବୀର କପୁର ବଲିଉଡର ଜଣେ ହ୍ୟାଣ୍ଡସମ୍ ଅଭିନେତା। ସେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ଏବଂ ଅଭିନେତ୍ରୀଙ୍କ ସହ ଆଫେୟାର ପାଇଁ ବିଶେଷ ଜଣାଶୁଣା।

ସେ ସୋନମ୍ କପୁରଙ୍କଠୁ ଆରମ୍ଭ କରି ଦୀପିକା,କ୍ୟାଟ୍ରିନା ଏବଂ ଆଲିୟାଙ୍କ ସହ ରିଲେସନରେ ଅଛନ୍ତି। ଏବେ ସେ ଆଲିୟା ଭଟ୍ଟଙ୍କ ସହ ରିଲେସନଶିପରେ ଅଛନ୍ତି। ଆଲିୟାଙ୍କୁ ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ଏବଂ ପ୍ରାର୍ଥନାରେ ରଣବୀର କପୁର ଏବଂ ନୀତୁ କପୁରଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।

ଏକ ଲୋକପ୍ରିୟ ପତ୍ରିକାର ସାକ୍ଷାତକାରରେ ରଣବୀର କପୁର କହିଥିଲେ ସେ ୧୫ବର୍ଷ ବୟସରେ ସ୍କୁଲରେ ପଢ଼ୁଥିବାବେଳେ ନିଜର ଭର୍ଜିନିଟି ହରାଇଥିଲେ। ଏହା ପରେ ସେହି ଝିଅ ସହ ତାଙ୍କର ସମ୍ପର୍କ ବେଶୀ ଦିନ ରହିପାରିନଥିଲା।

କିନ୍ତୁ ପରେ ରଣବୀର ନିଜ ଭୁଲ୍ ପାଇଁ ଅନୁତାପ କରିଥିଲେ ଯେଉଁଥିପାଇଁ ଦୀପିକା ତାଙ୍କଠୁ ଦୂରେଇ ଯାଇଥିଲେ।

   Related Posts