ମାତ୍ର ୧୫ବର୍ଷ ବୟସରେ ଶାରିରୀକ ସମ୍ପର୍କ ରଖିଥିଲେ ରଣବୀର କପୁର : ଏହି କାରଣରୁ ଦୀପିକାଙ୍କ ସହ ହୋଇଥିଲା ବ୍ରେକଅପ୍

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨/୫: ରଣବୀର କପୁର ବଲିଉଡର ଜଣେ ହ୍ୟାଣ୍ଡସମ୍ ଅଭିନେତା। ସେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ଏବଂ ଅଭିନେତ୍ରୀଙ୍କ ସହ ଆଫେୟାର ପାଇଁ ବିଶେଷ ଜଣାଶୁଣା।

{"id":268648,"sizeSlug":"large"}

ସେ ସୋନମ୍ କପୁରଙ୍କଠୁ ଆରମ୍ଭ କରି ଦୀପିକା,କ୍ୟାଟ୍ରିନା ଏବଂ ଆଲିୟାଙ୍କ ସହ ରିଲେସନରେ ଅଛନ୍ତି। ଏବେ ସେ ଆଲିୟା ଭଟ୍ଟଙ୍କ ସହ ରିଲେସନଶିପରେ ଅଛନ୍ତି। ଆଲିୟାଙ୍କୁ ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ଏବଂ ପ୍ରାର୍ଥନାରେ ରଣବୀର କପୁର ଏବଂ ନୀତୁ କପୁରଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।

{"id":268649,"sizeSlug":"large"}

ଏକ ଲୋକପ୍ରିୟ ପତ୍ରିକାର ସାକ୍ଷାତକାରରେ ରଣବୀର କପୁର କହିଥିଲେ ସେ ୧୫ବର୍ଷ ବୟସରେ ସ୍କୁଲରେ ପଢ଼ୁଥିବାବେଳେ ନିଜର ଭର୍ଜିନିଟି ହରାଇଥିଲେ। ଏହା ପରେ ସେହି ଝିଅ ସହ ତାଙ୍କର ସମ୍ପର୍କ ବେଶୀ ଦିନ ରହିପାରିନଥିଲା।

{"id":268650,"sizeSlug":"large"}

କିନ୍ତୁ ପରେ ରଣବୀର ନିଜ ଭୁଲ୍ ପାଇଁ ଅନୁତାପ କରିଥିଲେ ଯେଉଁଥିପାଇଁ ଦୀପିକା ତାଙ୍କଠୁ ଦୂରେଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.