Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସାଉଦି ଆରବ ସ୍କୁଲରେ ପଢାଯିବ ରାମାୟଣ-ମହାଭାରତ, ଛାତ୍ରଛାତ୍ରୀ ପଢିବେ ପ୍ରଭୂ ଶ୍ରୀରାମଙ୍କ ଗାଥା

26/04/2021 at 11:01 AM

ନୂଆଦିଲ୍ଲୀ,୨୬/୦୪: ଭାରତୀୟଙ୍କ ମାର୍ଗଦର୍ଶନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରାମାୟଣ-ମହାଭାରତ ବିଶ୍ୱବ୍ୟାପୀ ଲୋକାଦୃତ ହେବାରେ ଲାଗିଛି । ସାଉଦି ଆରବର ପାଠ୍ୟକ୍ରମରେ ରାମାୟଣ-ମହାଭାରତ ପଢ଼ାଇବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ପ୍ରିନ୍ସ ମହମ୍ମଦ ବିନ ସଲମନ ନୂଆ ଶିକ୍ଷା ନୀତି ସମ୍ପର୍କରେ ଘୋଷଣା କରି ଏହି ସୂଚନା ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଅନ୍ୟ ଦେଶର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଅବଗତ କରାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସଂସ୍କୃତି ସହ ଜଡିତ ଯୋଗ ଏବଂ ଆୟୁର୍ବେଦକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ ।

ସାଉଦି ଆରବ ଭିଜନ ୨୦୩୦ ଅଧୀନରେ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି । ନୂତନ ପାଠ୍ୟକ୍ରମରେ ଇଂରାଜୀ ଭାଷାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

   Related Posts