ଡାକ୍ତର ରମାରମଣ ମହାନ୍ତି ହେଲେ ନୂଆ DMET

Published By : Prameya-News7 Bureau | October 29, 2021 IST

ଭୁବନେଶ୍ବର ୨୯/୧୦ : ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (DMET) ମୁଖ୍ୟ ହେଲେ ଡାକ୍ତର ରମାରମଣ ମହାନ୍ତି । ସିବିକେ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ଡାକ୍ତର ରମାରମଣ ମହାନ୍ତି । ୨୦୧୯ ମସିହା ନଭେମ୍ବର ୪ ତାରିଖରେ ରାଜ୍ୟ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (DMET)ର ନିର୍ଦେଶକ ଭାବେ ଦାୟିତ୍ବ ନେଇଥିଲେ ଡାକ୍ତର ସିବିକେ ମହାନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯିବା ପରେ ଏବେ ରମାରମଣ ମହାନ୍ତିଙ୍କୁ ନୂଆ DMET ଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.