Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ପରଲୋକରେ ‘ସୁଗ୍ରୀବ’ ଶୋକ ପ୍ରକାଶ କଲେ ରାମଚନ୍ଦ୍ର ମନେ ପକାଇଲେ ଅନୁଭୂତି.. କ’ଣ ଥିଲା ଘଟଣା

9/04/2020 at 7:38 PM

ମୁମ୍ବାଇ ୯/୪: ଟିଭି ଶୋ ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କର କ୍ୟାନସରରେ ଆକ୍ରାନ୍ତ ଥିବା ଯୋଗୁଁ ଦେହାନ୍ତ ହୋଇଯାଇଛି। ଶ୍ୟାମ ସୁନ୍ଦରଙ୍କ ପରଲୋକରେ ଅରୁଣ ଗୋବିଲ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ରାମାୟଣର ସମସ୍ତ ଫ୍ୟାନ୍ସ ମଧ୍ୟ ଶ୍ୟାମ ସୁନ୍ଦରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ ଶକ୍ତି ଦେବାକୁ କାମନା କରିଛନ୍ତି।

ଜଣେ ୟୁଜର କମେଣ୍ଟ ବକ୍ସରେ ଳେଖିଛନ୍ତି- ଏବେ ଟିଭିରେ ରାମାୟଣ ଶୋ ପ୍ରସାରିତ ହେଉଥିବାବେଳେ ଏହି ଖବର ଶୁଣି ମନରେ ଶକ୍ତ ଧକ୍କା ଲାଗିଛି। ଏପରି ଲାଗୁଛି କେହି ନିଜର ଛାଡ଼ି ଚାଲି ଯାଇଛି। ଭଗବାନ ରାମଚନ୍ଦ୍ର ତାଙ୍କ ଆତ୍ମାକୁ ନିଜ ଚରଣରେ ସ୍ଥାନ ପ୍ରଦାନ କରନ୍ତୁ।

   Related Posts