Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚଣ୍ଡିଖୋଲରେ ନିରାଡ଼ମ୍ବରରେ ରାମ ନବମୀ ପାଳନ

21/04/2021 at 1:35 PM

ଚଣ୍ଡିଖୋଲ ୨୧।୦୪: ଆଜି ପବିତ୍ର ରାମ ନବମୀ । ଚଣ୍ଡିଖୋଲର ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଉଛି ରାମ ନବମୀ । କଣ୍ଟିଗଡିଆ ସ୍ଥିତ ମଧୁକେଶ୍ୱର ଶ୍ରୀ ରାମ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ଚହଳି ସେଭଳି ଦେଖି ବାକୁ ମିଳିନାହିଁ। ଭକ୍ତ ମାନେ ମନସ୍କାମନା ପୁରଣ ପାଇଁ ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କ ଠାରେ ଜଣାଣ କରୁଛନ୍ତି।

ତେବେ ୧୯୯୪ ମସିହାରେ ପ୍ରତିଷ୍ଠିତ ଏହି ମନ୍ଦିରରେ ପ୍ରତି ବର୍ଷ ବହୁ ଆଡମ୍ବରରେ ଶ୍ରୀରାମ ନବମୀକୁ ଅପେକ୍ଷା କରିଥାନ୍ତି ଭକ୍ତ। ରାମଲୀଳା ସହିତ ରାମଚରିତ ମାନସକୁ ଶୁଣିବା ପାଇଁ ଭକ୍ତଙ୍କ ମନରେ ଅହେତୁକ ଉତ୍କଣ୍ଠା ରହିଆସିଥାଏ । କିନ୍ତୁ  ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ନିଡାମ୍ବର ଭାବେ ରାମନବମୀ ପାଳନ କରାଯାଉଛି ଏପରିକି ମନ୍ଦିର ପରିସରରେ ଭେଗ ଦୋକାନ,ମାଳି ଫୁଲ ବିକ୍ରି ଉପରେ ନିର୍ଭର କରୁଥିବା ଦୋକାନୀ ମାନେ କରୋନା ସଂକ୍ରମଣ ଲାଗି ହାତ ବାନ୍ଧି ବସିଛନ୍ତି।

   Related Posts