Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସରିନି ରସଗୋଲା ଯୁଦ୍ଧ : ଜିଆଇ ଟ୍ୟାଗ୍ ଲଢେଇରେ ଓଡିଶାର ବିଜୟ କାମନା କରି ଶ୍ରୀଲିଙ୍ଗରାଜଙ୍କ ଠାରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆରମ୍ଭ ହେଲା ପଦଯାତ୍ରା

26/08/2019 at 10:41 AM

ଭୁବନେଶ୍ବର ୨୬/୮: ସରିନି ରସଗୋଲା ଯୁଦ୍ଧ । ରସଗୋଲା ଯୁଦ୍ଧରେ ଓଡିଶାର ବିଜୟ କାମନା କରି ଶ୍ରୀଲିଙ୍ଗରାଜଙ୍କଠାରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆରମ୍ଭ ହୋଇଛି ପଦଯାତ୍ରା । ‘ବାଂଲାର ରସଗୋଲା’ କୁ ଜିଆଇ ଟ୍ୟାଗ୍ ମିଳିବା ବିରୋଧରେ ହୋଇଥିବା ଚ୍ୟାଲେଞ୍ଜର ଶୁଣାଣି ଅଛି ।

ଏଥିରେ ବିଜୟ ପାଇଁ ବିଭିନ୍ନ ସଙ୍ଗଠନ ପଦଯାତ୍ରରେ ସାମିଲ ହୋଇଛନ୍ତି । ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି । ଆଜି ସକାଳୁ ଝାଞ୍ଜ କୀର୍ତ୍ତନ ସହ ପଦଯାତ୍ରା ଆରମ୍ଭ ହୋଇଛି।

   Related Posts