ସରିନି ରସଗୋଲା ଯୁଦ୍ଧ : ଜିଆଇ ଟ୍ୟାଗ୍ ଲଢେଇରେ ଓଡିଶାର ବିଜୟ କାମନା କରି ଶ୍ରୀଲିଙ୍ଗରାଜଙ୍କ ଠାରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆରମ୍ଭ ହେଲା ପଦଯାତ୍ରା

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର ୨୬/୮: ସରିନି ରସଗୋଲା ଯୁଦ୍ଧ । ରସଗୋଲା ଯୁଦ୍ଧରେ ଓଡିଶାର ବିଜୟ କାମନା କରି ଶ୍ରୀଲିଙ୍ଗରାଜଙ୍କଠାରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆରମ୍ଭ ହୋଇଛି ପଦଯାତ୍ରା । 'ବାଂଲାର ରସଗୋଲା' କୁ ଜିଆଇ ଟ୍ୟାଗ୍ ମିଳିବା ବିରୋଧରେ ହୋଇଥିବା ଚ୍ୟାଲେଞ୍ଜର ଶୁଣାଣି ଅଛି ।

ଏଥିରେ ବିଜୟ ପାଇଁ ବିଭିନ୍ନ ସଙ୍ଗଠନ ପଦଯାତ୍ରରେ ସାମିଲ ହୋଇଛନ୍ତି । ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି । ଆଜି ସକାଳୁ ଝାଞ୍ଜ କୀର୍ତ୍ତନ ସହ ପଦଯାତ୍ରା ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.