Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ରାକ୍ଷୀ ସାଓ୍ବନ୍ତ ଶେୟାର କଲେ ୯ ଜଣ ଯୁବକଙ୍କ ଫଟୋ , କହିଲେ-‘କୁହନ୍ତୁ ଏମାନଙ୍କ ମଧ୍ୟରୁ କିଏ ମୋ ସ୍ବାମୀ’, ଦେଖନ୍ତୁ ଭିଡ଼ିଓ

28/09/2019 at 7:46 PM

ମୁମ୍ବାଇ୨୮|୯: ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ଧୀରେ ଧୀରେ ନିଜର ସିକ୍ରେଟ ବିବାହର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। ନିକଟରେ ରାକ୍ଷୀ ସିକ୍ରେଟ ବିବାହ କରିଥିବା ଘୋଷଣା କରିଥିଲେ। ରାକ୍ଷୀଙ୍କ ସ୍ବାମୀ କିଏ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଏହି ପ୍ରଶ୍ନର ଉତ୍ତର ଦେବାଲାଗି ରାକ୍ଷୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଗତ ଜୁଲାଇ ୨୮ ତାରିଖରେ ଏକ ଏନଆରଆଇ ଯୁବକଙ୍କୁ  ରାକ୍ଷୀ ବିବାହ କରିଥିବା କଥା ସେ ସୂଚନା ଦେଇଥିଲେ। ବିଗ ବସ ସିଜିନ ୧୩ରେ ରାକ୍ଷୀ ଓ ତାଙ୍କ ସ୍ବାମୀଙ୍କ ଆସିବେ ବୋଲି ଭିଡିଓରେ ତାଙ୍କ ଫ୍ୟାନ୍ସଙ୍କୁ କହିଛନ୍ତି।

View this post on Instagram

Konsa Mera husband hai

A post shared by Rakhi Sawant (@rakhisawant2511) on

ତେବେ ନିଜ ସ୍ବାମୀଙ୍କ ସମ୍ପର୍କରେ ସୂଚନା ଦେବାକୁ ଯାଇ ରାକ୍ଷୀ ୧୦ ଯୁବକଙ୍କ ଫଟୋ ପୋଷ୍ଟ କରିଛନ୍ତି । ପ୍ରଶଂସକମାନଙ୍କୁ କହିଛନ୍ତି  ଏହି ୯ଜଣଙ୍କ ଭିତରୁ କିଏ କାଙ୍କ ସ୍ବାମୀ ଚିହ୍ନନ୍ତୁ ବୋଲି । ରାକ୍ଷୀଙ୍କ ଏହି ଅନ୍ଦାଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ଫଲୋୟର୍ସ ଏହି ପୋଷ୍ଟକୁ ନେଇ ନା ନା ଅବାନ୍ତର ମତ ଓ ମନ୍ତବ୍ୟ ଦେଇଛନ୍ତି ।  

   Related Posts