ରାକ୍ଷୀ ସାଓ୍ବନ୍ତ ଶେୟାର କଲେ ୯ ଜଣ ଯୁବକଙ୍କ ଫଟୋ , କହିଲେ-‘କୁହନ୍ତୁ ଏମାନଙ୍କ ମଧ୍ୟରୁ କିଏ ମୋ ସ୍ବାମୀ’, ଦେଖନ୍ତୁ ଭିଡ଼ିଓ

Published By : Prameya-News7 Bureau | September 28, 2019 IST

ମୁମ୍ବାଇ୨୮|୯: ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ଧୀରେ ଧୀରେ ନିଜର ସିକ୍ରେଟ ବିବାହର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। ନିକଟରେ ରାକ୍ଷୀ ସିକ୍ରେଟ ବିବାହ କରିଥିବା ଘୋଷଣା କରିଥିଲେ। ରାକ୍ଷୀଙ୍କ ସ୍ବାମୀ କିଏ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

wp:core-embed/instagram {"url":"https://www.instagram.com/p/B21qXv4H6N8/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B21qXv4H6N8/?utm_source=ig_web_copy_link
/wp:core-embed/instagram

ଏହି ପ୍ରଶ୍ନର ଉତ୍ତର ଦେବାଲାଗି ରାକ୍ଷୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଗତ ଜୁଲାଇ ୨୮ ତାରିଖରେ ଏକ ଏନଆରଆଇ ଯୁବକଙ୍କୁ  ରାକ୍ଷୀ ବିବାହ କରିଥିବା କଥା ସେ ସୂଚନା ଦେଇଥିଲେ। ବିଗ ବସ ସିଜିନ ୧୩ରେ ରାକ୍ଷୀ ଓ ତାଙ୍କ ସ୍ବାମୀଙ୍କ ଆସିବେ ବୋଲି ଭିଡିଓରେ ତାଙ୍କ ଫ୍ୟାନ୍ସଙ୍କୁ କହିଛନ୍ତି।

wp:core-embed/instagram {"url":"https://www.instagram.com/p/B26dqTehP-b/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B26dqTehP-b/?utm_source=ig_web_copy_link
/wp:core-embed/instagram

ତେବେ ନିଜ ସ୍ବାମୀଙ୍କ ସମ୍ପର୍କରେ ସୂଚନା ଦେବାକୁ ଯାଇ ରାକ୍ଷୀ ୧୦ ଯୁବକଙ୍କ ଫଟୋ ପୋଷ୍ଟ କରିଛନ୍ତି । ପ୍ରଶଂସକମାନଙ୍କୁ କହିଛନ୍ତି  ଏହି ୯ଜଣଙ୍କ ଭିତରୁ କିଏ କାଙ୍କ ସ୍ବାମୀ ଚିହ୍ନନ୍ତୁ ବୋଲି । ରାକ୍ଷୀଙ୍କ ଏହି ଅନ୍ଦାଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ଫଲୋୟର୍ସ ଏହି ପୋଷ୍ଟକୁ ନେଇ ନା ନା ଅବାନ୍ତର ମତ ଓ ମନ୍ତବ୍ୟ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.