ଗୋଟେ ଫିଲ୍ମ ପାଇଁ ରଜନୀକାନ୍ତ ନିଅନ୍ତି ଏତିକି କୋଟି

Published By : Prameya-News7 Bureau | February 25, 2019 IST

wp:heading {"level":5}
ମୁମ୍ୱାଇ ୨୫|୨: ଭାରତୀୟ ସିନେମା ଜଗତରେ ଅନେକ ପ୍ରତିଷ୍ଠିତ କଳାକାର ଅଛନ୍ତି। ଅଧିକାଂଶ ଷ୍ଟାର ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନିଅନ୍ତି। ଆଜିକାଲି ବଲିଉଡର ସବୁଠୁ ଦାମୀ କଳାକାର କହିଲେ ସର୍ବ ପ୍ରଥମେ ସଲମାନ ଖାନ, ଆମିର ଖାନ ଓ ଶାହରୁଖ ଖାନଙ୍କ ନାଁ ଆସେ। ଏମାନେ ପ୍ରତି ଫିଲ୍ମ ପାଇଁ ୪୦ରୁ ୫୦ କୋଟି ଟଙ୍କା ନିଅନ୍ତି।
/wp:heading {"id":88674,"width":594,"height":394}

ତେବେ ଭାରତୀୟ ସିନେମା ଜଗତରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ସବୁଠୁ ଅଧିକ ଫିଜ୍‌ ନିଅନ୍ତି। ଗୋଟେ ଫିଲ୍ମ ପାଇଁ ରଜନୀକାନ୍ତ ୬୦ କୋଟି ଟଙ୍କା ନିଅନ୍ତି। ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ ସହ ରଜନୀକାନ୍ତଙ୍କର ଅନ୍ୟ ଭାଷାରେ ମଧ୍ୟ ଫିଲ୍ମ ରିଲିଜ ହୁଏ। ରଜନୀକାନ୍ତଙ୍କର ସବୁ ଫିଲ୍ମ ପାଖାପାଖି ୨୦୦ କୋଟି ଟଙ୍କା ଆୟ କରେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.