ରାଜଧାନୀ କଲେଜରେ ସାର୍ଟିଫିକେଟ ତୃଟି
Published By : Prameya-News7 Bureau | August 30, 2018 IST
ରାଜଧାନୀ କଲେଜରେ ସାର୍ଟିଫିକେଟ ତୃଟି । ବି.ଏଡ୍ ପାସ୍ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ରେଜିଷ୍ଟେ୍ରସନ ନମ୍ବର ନାହିଁ। ଏପରି ତ୍ରୁଟିରୁ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରିନପାରି ଛାତ୍ରଛାତ୍ରୀ ହନ୍ତସ୍ତନ୍ତ । ତା ସାଙ୍ଗକୁ ବିଭିନ୍ନ ସମସ୍ୟା । ଏନେଇ ବାରମ୍ବାର ଅଭିଯୋଗପରେ ବି ରାଜଧାନୀ କଲେଜ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟା କୁ ଅଣଦେଖା କରିଆସୁଥିଲେ । ତେବେ ଏ ସଂପର୍କରେ ସୂଚନା ପାଇ ନ୍ୟୁଜ୍ ସେଭେନ୍ ଟିମ୍ କଲେଜରେ ପହଞ୍ଚିଥିଲା । ତେବେ ଏହା ଦେଖି ହଠାତ୍ ତତ୍ପର ହୋଇପଡିଥିଲେ କଲେଜ କର୍ତ୍ତୁପକ୍ଷ ।