Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରଜତ ବେଦୀଙ୍କ ବଢିଲା ସମସ୍ୟା, ଅଭିନେତାଙ୍କ କାର୍ ସହ ଧକ୍କା ହୋଇଥିବା ବ୍ୟକ୍ତିଙ୍କ ହସ୍ପିଟାଲ୍‌ରେ ମୃତ୍ୟୁ

9/09/2021 at 10:06 AM

ମୁମ୍ବାଇ ୦୯/୦୯: ଗତ ଦୁଇଦିନ ତଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ଅଭିନେତା ରଜତ ବେଦୀଙ୍କ କାର୍ ସହ ଯେଉଁ ବ୍ୟକ୍ତିଙ୍କର ଧକ୍କା ହୋଇଥିଲା ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଏହି ସୂଚନା ଦେଇଛି। ଜଣେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ସେ କହିଛନ୍ତି ଯେ ଏହା ପରେ ଡିଏନ୍ ନଗର ପୋଲିସ୍ ଷ୍ଟେସନ ଅଭିନେତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ ହୋଇଛି) ଯୋଡିଛି। ତେବେ ବେଦୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ।

ଅଧିକାରୀ କହିଛନ୍ତି, “ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତି ରାଜେଶ ବୌଦ୍ଧ ଜଣେ ଶ୍ରମିକ ଥିଲେ । ଗତ ଦୁଇ ଦିନ ଧରି କପୁର ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଉଥିଲା କିନ୍ତୁ ମଙ୍ଗଳ ବାର ଦିନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପାଦରେ ଯାଉଥିବା ପଥଚାରୀ ମଦ୍ୟପ ଅବସ୍ଥାରେ ଥିଲେ ଏବଂ ହଠାତ୍ ରାସ୍ତାର ମଝିକୁ ଆସିଯାଇଥିଲେ ଯାହାଫଳରେ ରଜତଙ୍କ କାର ତାଙ୍କୁ ଧକ୍କା ଦେଇଥିଲା।” ପୋଲିସ କହିଛି ଯେ ଅଭିନେତା ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ କପୁର୍ ହସ୍ପିଟାଲରେ ଭର୍ତ୍ତି କରି ଡିଏନ୍ ନଗର ପୋଲିସ ଷ୍ଟେସନକୁ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

   Related Posts