Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦର୍ପଣ ତହସିଲ ପକ୍ଷରୁ ରାଜସ୍ଵ ରଥ ଲୋକାର୍ପିତ, ଗାଁ ଗାଁ ବୁଲି ଲୋକଙ୍କୁ ଯୋଗାଇବ ସେବା

24/05/2021 at 6:41 PM

ଚଣ୍ଡିଖୋଲ ୨୪।୫: ତହସିଲଦାର କାର୍ଯ୍ୟାଳୟକୁ ଆସି ଭିଡ ନ ଜମାଇବା ଓ କାମ ହୋଇନଥିଲେ ଫେରି କି ଯିବା ସମସ୍ୟା ଏଡ଼ାଇବା ପାଇଁ ସରକାର ରାଜସ୍ଵ ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ରଥ ଘର ପାଖରେ ପହଞ୍ଚି ଜମି ପଟ୍ଟା ଓ ଅନ୍ୟାନ୍ୟ ସାର୍ଟିଫିକେଟ୍ ଉପଲବ୍ଧ କରିବା ପାଇଁ ସୁଯୋଗ ସୃଷ୍ଟି କରିବ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ଏହି ରାଜସ୍ବ ରଥ ଲୋକାର୍ପିତ ହୋଇଛି । ଏହି ରଥକୁ ପତାକା ଦେଖାଇ ଲୋକାର୍ପିତ କରିଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର  ।

ଏହି ଅବସରରେ କେତେକ ବ୍ୟକ୍ତିଙ୍କୁ ପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ତତ୍ କ୍ଷଣାତ୍ ବଣ୍ଟନ କରାଯାଇଥିଲା । ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ ଓ ଆରଆଇ ସୁପରଭାଇଜର କର୍ମଚାରୀମାନେ ଉପସ୍ଥିତ ଥିଲେ ।

   Related Posts