Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଲକଡାଉନ୍‌ରେ ଲୋକଙ୍କ ଘରେ ପହଞ୍ଚିବ ରାଜସ୍ବ ସେବା, ଗାଁକୁ ଗାଁ ବୁଲିଲା ରାଜସ୍ବ ରଥ

17/05/2021 at 3:30 PM

ଆନନ୍ଦପୁର ୧୭।୫: କରୋନା ଦ୍ବିତୀୟ ଲହରରୁ ବର୍ତ୍ତିବା ପାଇଁ ରାଜ୍ୟରେ ଜାରି ରହିଛି ଲକଡାଉନ୍ । ଏହି ସମୟରେ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହାରି ଭିତରେ ରାଜସ୍ବ ବିଭାଗ ସମ୍ବନ୍ଧୀୟ ଅନେକ କାମ ଲୋକଙ୍କର ବାକି ରହିଯାଇଛି । ଜମିଜମା କାଗଜପତ୍ର ହେଉ ବା କୌଣସି ସାର୍ଟିଫିକେଟ୍ ଏସବୁ କାମ ପାଇଁ ଅନଲାଇନ୍ ରେ ଆବେଦନ କରିଥିବା ହାଟଡିହି ତହସିଲ ଅଞ୍ଚଳର ଲୋକେ ଆଉ ଅଫିସ ଯାଇ ଗହଳି କରିବାକୁ ପଡିବନି । ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ତରଫରୁ ସୋମବାରଠାରୁ ହାଟଡିହି ତହସିଲ ଅଞ୍ଚଳରେ ଆରମ୍ଭ ହୋଇଛି ରାଜସ୍ବ ରଥ । ଏହି ରଥ ଲୋକଙ୍କ ଘରେ ସମସ୍ତ ସେବା ଯୋଗାଇଦେବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

   Related Posts