ରାଜଧାନୀରେ ମର୍ଡର: ଘଟଣାସ୍ଥଳରେ ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି
12/06/2020 at 8:34 AM

ଭୁବନେଶ୍ବର୧୨/୬: ରାଜଧାନୀ ଭୁବନେଶ୍ବର ଏକ ଅଭାବନୀୟ ଘଟଣା ଘଟିଛି। ଡମଣା ଦୁର୍ଗା ମଣ୍ଡପ ପଛପଟ ବସ୍ତିରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଭୋଇସାହି ବସ୍ତିର ୩୦ ବର୍ଷୀୟ ଯୁବକ ଦୀପ ନାୟକ। ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।ହତ୍ୟାକାଣ୍ଡର କାରଣ ଏପର୍ଯ୍ୟପ୍ତ ଅସ୍ପଷ୍ଟ। ପଟିଆ ମଣ୍ଡପବସ୍ତିର ସନାତନ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି ରଖିଛି।
Related Posts
ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ
24 January 2021