Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାଜଧାନୀ ହାଟ ଠିକଣା ବଦଳିଲା, ୪୫ ଦିନ ପାଇଁ ସ୍ଥାନ ଦେଖାଇଲା ବିଏମ୍‌ସି

26/03/2020 at 9:16 AM

ଭୁବନେଶ୍ବର ୨୬।୦୩: କରୋନା ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମର ପଦ ପଦକ୍ଷେପ । ଗହଳି କମାଇବାକୁ ଭୁବନେଶ୍ବର ୧ନମ୍ବର ହାଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯଇଛି । ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ବ୍ୟବସାୟୀ ବସି ନିଜର ବ୍ୟବସାୟ କରିବେ ବୋଲି ବିମ୍‌ସି ନିଷ୍ପତ୍ତି ନେଇଛି ।

ଗୁରୁବାର ଦିନ ଜନଗହଳି ପୂର୍ଣ୍ଣ ୧ହାଟକୁ ସ୍ଥାନାନ୍ତରିତ କରାଯାଇଛି । କିଛି ବ୍ୟବସାୟୀଙ୍କୁ ୟୁନିଟ୍‌-୧ ହାଇସ୍କୁଲ ପଡିଆରେ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତା ୪୫ଦିନ ପାଇଁ ହାଟ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି । ତୁରନ୍ତ ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହାଟରେ ସକାଳ ସମୟରେ ବିକ୍ରି ହେଉଥିବା ସମୟରେ ଗହଳି ଦେଖିବାକୁ ମଳିଥିଲା । ଯାହାକୁ ଦେଖି ଏଭଳି ପଦକ୍ଷେପ ବିଏମ୍‌ସି କର୍ତ୍ତୃପକ୍ଷ ନେଇଛନ୍ତି । ଦୋକାନରୁ ଜିନିଷ କିଣାବିକା ସମୟରେ ସାମାଜିକ ଦୂରତା ରକ୍ଷାକରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ନେଇ ବ୍ୟବସାୟୀମାନେ ସ୍ୱାଗତ ଜଣାଇଛନ୍ତି । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

   Related Posts