Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାଜ ରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରାକାଳୀ

29/10/2019 at 11:48 AM

ଭଦ୍ରକ ୨୯।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କର ସାତ ଦିନରେ ସାତଟି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ।  ଆଜି ତୃତୀୟ ଦିନରେ ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଶତ୍ରୁଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି ମା’। ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି ।  ମା’ଙ୍କ ଦର୍ଶନ ପାଇଁ  ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।  

ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି। ମା’ଙ୍କ କରୁଣା ଭିକ୍ଷା କରନ୍ତି। ସାତଦିନ ଧରି ଏଠାରେ ଦେବଭୂମି ଭାରତ ବର୍ଷର ହିତ ପାଇଁ ବିଶ୍ଵଶାନ୍ତି ଯଜ୍ଞ ଆରମ୍ଭ ହୋଇଛି । ଆସନ୍ତାକାଲି ମା’ ସିଂହବାହିନୀ ବେଶରେ ଦର୍ଶନ ଦେବେ ।

   Related Posts