ଆଜି ସଜବାଜ ; କାଲି ପହିଲି ରଜ
13/06/2018 at 6:42 AM

ଆଜି ସଜବାଜ ; କଲି ପହିଲି ରଜ
ଭୁବନେଶ୍ୱର ପାନ୍ଥ ନିବାସରେ ରାଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି | ଲଗାଯାଇଛି ବିଭିନ୍ନ ପ୍ରକାର ଦୋଳି | ଭଳିକି ଭଳି ପିଠା ସହ ପାନ ମଧ୍ୟ ରହିଛି | ପାନ୍ଥ ନିବାସରେ ୪ ଦିନିଆ ରାଜା ମହୋତ୍ସବକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା |
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021