Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସଜବାଜ ; କାଲି ପହିଲି ରଜ

13/06/2018 at 6:42 AM

ଆଜି ସଜବାଜ ; କଲି ପହିଲି ରଜ
ଭୁବନେଶ୍ୱର ପାନ୍ଥ ନିବାସରେ ରାଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି | ଲଗାଯାଇଛି ବିଭିନ୍ନ ପ୍ରକାର ଦୋଳି | ଭଳିକି ଭଳି ପିଠା ସହ ପାନ ମଧ୍ୟ ରହିଛି | ପାନ୍ଥ ନିବାସରେ ୪ ଦିନିଆ ରାଜା ମହୋତ୍ସବକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା |

   Related Posts