Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କମିଲା ରାଜ୍ୟର ତାପମାତ୍ରା, ଆଜି ମାତ୍ର ଗୋଟିଏ ସହରର ତାପମାତ୍ରା ରହିଛି ୪୦ ଡିଗ୍ରି ଉପରେ

3/06/2019 at 6:36 PM

ଭୁବନେଶ୍ବର ୩।୬: ଆଜି ରାଜ୍ୟର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ମାତ୍ର ଗୋଟିଏ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସର୍ବାଧିକ ତାପମାତ୍ରା ରହୁଥିବା ଟିଟିଲାଗଡ ସହରର ତାପମାତ୍ରା ଆଜି ୩୧ ଡିଗ୍ରିକୁ ଖସି ଆସିଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ରହିଛି। ଅନ୍ୟ ସହରଗୁଡିକର ତାପମାତ୍ରା ହେଲା- ବାଲେଶ୍ବର-୩୫.୮
ଚାନ୍ଦବାଲି-୩୫.୩
ପାରାଦ୍ବୀପ- ୩୧.୭
ଭୁବନେଶ୍ବର-୩୫.୦
ଗୋପାଳପୁର-୩୧.୬
ପୁରୀ-୩୪.୪
ଅନୁଗୁଳ-୩୩.୭
ବାରିପଦା-୩୫.୫
ଝାରସୁଗୁଡା-୩୫.୨
କେନ୍ଦୁଝର-୩୫.୨
ସମ୍ବଲପୁର-୩୪.୫
ସୁନ୍ଦରଗଡ-୩୮.୦
ହୀରାକୁଦ-୩୩.୫
ତାଲଚେର-୩୯.୩
ଭବାନୀପାଟଣା-୩୦.୦
ବଲାଙ୍ଗୀର-୩୦.୬
କୋରାପୁଟ-୨୬.୬
ଫୁଲବାଣୀ-୩୧.୫
ଟିଟିଲାଗଡ-୩୧.୦
ମାଲକାନଗିରି-୩୬.୫
ସୋନପୁର-୪୧.୨

   Related Posts