Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଇରଙ୍ଗପୁର ପୌରପାଳିକା ତରଫରୁ ବୁଲା ପଶୁଙ୍କୁ ଆହାର ବିତରଣ

12/05/2021 at 10:22 PM

ରାଇରଙ୍ଗପୁର, ୧୨/୫: କରନାର ପ୍ରଭାବ ବଢି ବଢି ଚାଲିଛି, ଯାହାକୁ ମୁକାବିଲା କରିବା ପାଇଁ ବର୍ତ୍ତମାନ ଲକ୍ ଡାଉନ ସହିତ ସଟ ଡାଉନ ଘୋଷଣା କରିଛନ୍ତି ସରକାର । କେବଳ ଲୋକଙ୍କ ଉପରେ ଯେ ଏହାର ପ୍ରଭାବ ପ୍ରଭାବ ପଡିଛି ତାହା ନୁହେଁ, ବୁଲା ପଶୁଙ୍କ ଉପରେ ବି ପଡିଛି ।

ପୂର୍ବରୁ ଦୋକାନ ବଜାର ଖୋଲା ରହିଥିଲା ବେଳେ ପରିବା ଦୋକାନ, ହୋଟେଲ ମାନଙ୍କରୁ ପରିବା ପତ୍ର ଆଦି ଖାଇବାକୁ ପାଉଥିଲେ । କିନ୍ତୁ ଏବେ ସେତିକ ପାଇବା ମଧ୍ୟ ମୁସ୍କିଲ ହୋଇ ପଡିଛି । ଏହି ସମୟରେ ସରକାର ବୁଲା ପଶୁଙ୍କ ଖାଦ୍ୟ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଯୋଗାଇ ଦେଇଛନ୍ତି । ବିଭିନ୍ନ ଏନଏସି ଓ ପୌରପାଳିକା ଏହାର ଦାୟିତ୍ୱ ନେଇଛନ୍ତି ।

ଏହାର ପ୍ରଭାବ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାରେ । ପୌର ପ୍ରଶାସନ ତରଫରୁ ସହରର ବିଭନ୍ନ ସ୍ଥାନରେ ବୁଲା ପଶୁଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ସରକାର ତଥା ପୌରପ୍ରସାଶନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କାରାଯାଉଛି ।

   Related Posts