ପାଣିରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ, ରୋଗୀ ହନ୍ତସନ୍ତ

Published By : Prameya-News7 Bureau | October 26, 2019 IST

ପଟ୍ଟାମୁଣ୍ଡାଇ ୨୬।୧୦:  ଦୁଇ ଦିନର ଲଗାଣ ବର୍ଷ।ରେ ବେହାଲ ପଟ୍ଟାମୁଣ୍ଡାଇ ସହର । ଆଜି ବର୍ଷା କମିଛି ହେଲେ ସହର କିନ୍ତୁ ଉବୁଟୁବୁ ହେଉଛି । ବିଭିନ୍ନ ସରକାରୀ ଅଫିସଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ପାଣିରେ ଭାସୁଛି ।

ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଉପରେ ୫ଟି ବ୍ଲକର ଲୋକେ ନିର୍ଭର କରୁଥିବା ବେଳେ ମେଡିକାଲର ଅବସ୍ଥା ନକହିବା ଭଲ । ହେଲେ ପାଣି ଜମିବା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ରୋଗୀମାନେ ମଧ୍ୟ ହସ୍ତସନ୍ତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.