୨୩ ତାରିଖରେ ଓଡିଶାର ଏହି ସବୁ ଜିଲ୍ଲାରେ ହେବ ବର୍ଷା

Published By : Prameya-News7 Bureau | February 21, 2019 IST

ଭୁବନେଶ୍ବର୨୧|୨: ଆଗାମି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ରହିବ ସୁଖିଲା । କିନ୍ତୁ  ତାପମାତ୍ରା ବଢିବ ଦୁଇରୁ  ତିନି ଡିଗ୍ରି ପର୍ଯ୍ୟନ୍ତ । ଗତକାଲି ୭ଟି ସ୍ଥାନ ରେ ତାପମାତ୍ରା ରହିଛି ୩୫ଡିଗ୍ରିରୁ ଅଧିକ । ତେବେ ଗତକାଲି  ମାଲକାନାଗିରି ସର୍ବାଧିକ ୩୮.୪ ଓ ବରଗଡ ସର୍ବନିମ୍ନ ୨୯ଡିଗ୍ରି ତାପମାତ୍ରା ରେକଡ ହୋଇଥିବା ସୁଚନା ଦେଇଚି ବିଭାଗ  । ତେବେ ୨୩ ରେ ଝାରସୁଗୁଡା,ସମ୍ବଲପୁର,ଦେଓଗଡ, କେନ୍ଦୁଝର ରେ ହାଲକା ବିଜୁଳି ଘଡଘଡି ସହ ବର୍ଷା ହେବାର ସୁଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.