Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

୨୩ ତାରିଖରେ ଓଡିଶାର ଏହି ସବୁ ଜିଲ୍ଲାରେ ହେବ ବର୍ଷା

21/02/2019 at 5:19 PM

ଭୁବନେଶ୍ବର୨୧|୨: ଆଗାମି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ରହିବ ସୁଖିଲା । କିନ୍ତୁ  ତାପମାତ୍ରା ବଢିବ ଦୁଇରୁ  ତିନି ଡିଗ୍ରି ପର୍ଯ୍ୟନ୍ତ । ଗତକାଲି ୭ଟି ସ୍ଥାନ ରେ ତାପମାତ୍ରା ରହିଛି ୩୫ଡିଗ୍ରିରୁ ଅଧିକ । ତେବେ ଗତକାଲି  ମାଲକାନାଗିରି ସର୍ବାଧିକ ୩୮.୪ ଓ ବରଗଡ ସର୍ବନିମ୍ନ ୨୯ଡିଗ୍ରି ତାପମାତ୍ରା ରେକଡ ହୋଇଥିବା ସୁଚନା ଦେଇଚି ବିଭାଗ  । ତେବେ ୨୩ ରେ ଝାରସୁଗୁଡା,ସମ୍ବଲପୁର,ଦେଓଗଡ, କେନ୍ଦୁଝର ରେ ହାଲକା ବିଜୁଳି ଘଡଘଡି ସହ ବର୍ଷା ହେବାର ସୁଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

   Related Posts