Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆସନ୍ତା କାଲିଠୁ ରାଜ୍ୟରେ ଦୁଇଦିନ ବର୍ଷା, ବଢୁଛି ଦିନର ତାପମାତ୍ରା

15/02/2019 at 6:50 PM

ଭୁବନେଶ୍ବର୧୫|୨: ଆଗାମି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଓ ଘଡଘଡିର ସୂଚନା ଦେଇଛି ଆଂଚଳିକ ପାଣିାପାଗ ବିଭାଗ । ବିଶେଷ କରି ଆଗାମି ୨୪ଘଣ୍ଟାରେ ପଶ୍ଚିମ ଓଡିଶାର ସମ୍ବଲପୁର,ବରଗଡ,ସୋନପୁର,ବଳାଙ୍ଗିର,କେନ୍ଦୁଝର ଅନୁଗୁଳ ଆଦି ଅଂଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ  ।

ସେହିଭଳି ଶନିବାର ଓ ରବିବାର ଦିନ ଉତ୍ତର ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ବିଭାଗ ।ତେବେ ଗତକାଲି ମାଲକାନାଗିରି ସର୍ବାଧିକ ୩୫.୫ଡିଗ୍ରି ଓ ସର୍ବନିମ୍ନ ଫୁଲବାଣି ୧୧.୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଂଳିକ ପାଣିପାଗ ବିଭାଗ ।

   Related Posts