ଆସନ୍ତା କାଲିଠୁ ରାଜ୍ୟରେ ଦୁଇଦିନ ବର୍ଷା, ବଢୁଛି ଦିନର ତାପମାତ୍ରା
15/02/2019 at 6:50 PM

ଭୁବନେଶ୍ବର୧୫|୨: ଆଗାମି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଓ ଘଡଘଡିର ସୂଚନା ଦେଇଛି ଆଂଚଳିକ ପାଣିାପାଗ ବିଭାଗ । ବିଶେଷ କରି ଆଗାମି ୨୪ଘଣ୍ଟାରେ ପଶ୍ଚିମ ଓଡିଶାର ସମ୍ବଲପୁର,ବରଗଡ,ସୋନପୁର,ବଳାଙ୍ଗିର,କେନ୍ଦୁଝର ଅନୁଗୁଳ ଆଦି ଅଂଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ।
ସେହିଭଳି ଶନିବାର ଓ ରବିବାର ଦିନ ଉତ୍ତର ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ବିଭାଗ ।ତେବେ ଗତକାଲି ମାଲକାନାଗିରି ସର୍ବାଧିକ ୩୫.୫ଡିଗ୍ରି ଓ ସର୍ବନିମ୍ନ ଫୁଲବାଣି ୧୧.୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଂଳିକ ପାଣିପାଗ ବିଭାଗ ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021