Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା , ଜାଣନ୍ତୁ କେଉଁ ଜିଲ୍ଲାରେ ବର୍ଷା ହେବ

29/08/2019 at 6:30 PM

ଭୁବନେଶ୍ୱର ୨୯।୮-ଉତ୍ତର –ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଛି ଏକ ଘୁର୍ଣିବଳୟ । ଯାହା ଲଘୁଚାପରେ ପରିଣତ ହେବା ସହ ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣା ବର୍ଷାର ସମ୍ଭାବନା ରହିଥିବା ସୁଚନା ଦେଇଛି ପାଣିପାଗ ବିଭାଗ ।

ସେହିପରି ବିକାନିରଠାରୁ  ପୁର୍ବ –ମଧ୍ୟମ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିଛି ଏକ ଟ୍ରପ ଲାଇନ ।ତେବେ  କେନ୍ଦୁଝର,ମୟୁରଭଂଜ,  ଝାରସୁଗୁଡା,ସୁନ୍ଦରଗଡ,ବରଗଡ,ପୁରି,ଜଗତସିଂପୁର ଜିଲାରେ ବର୍ଷାର ପରିମାଣ କିଛିଟା ଅଧିକ ରହିବ ବୋଲି ସୁଚନା ଦେଇଛି ବିଭାଗ ।

ସେହିଭଳି ଶୁକ୍ରବାର ଦିନ  ମାଲକାନାଗିରି ,କୋରାପୁଟ, ଗଜପତି ଓ କଳାହାଣ୍ଡି ବର୍ଷାର ପରିମାଣ ଅଧିକ ରହିବ ବୋଲି ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

   Related Posts