ଆଗାମୀ ୪୮ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା

Published By : Prameya-News7 Bureau | January 27, 2019 IST

ଭୁବନେଶ୍ବର ୨୭|୧: ଦକ୍ଷିଣ ଉତ୍ତରପ୍ରଦେଶରୁ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଟ୍ରପ୍ ଲାଇନ୍ ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ କୁହୁଡିଆ ପାଗ ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ଗେ।ଟିଏ ଦୁଇଟି ସ୍ଥାନ ଏବଂ ଏହା ସହିତ ମୟୁରଭଞ୍ଜ, କେନ୍ଦୁଝର ଏବଂ ବ।ଲେଶ୍ବରର କିଛି ସ୍ଥାନରେ ହାଲକା ବର୍ଷ। ହେବାର ମଧ୍ୟ ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳ ଲାଗି ​‌କୌଣସି ପ୍ରକାର ସତର୍କ ସୂଚନା ଜାରି କରାଯାଇନାହିଁ ବେ।ଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.