୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ; ଗୋଟିଏ ଦିନ ବର୍ଷାରେ ଶୁଖିଲା ମହାନଦୀ ଜୀବନ୍ତ

Published By : Prameya-News7 Bureau | July 23, 2018 IST

କଟକ ୨୩/୭ : କଟକ ନରାଜ ଠାରେ କାଠଯୋଡିରେ ପ୍ରବାହିତ ହୋଇଛି ପ୍ରଥମ ବନ୍ୟାଜ । ତେବେ ବର୍ତ୍ତମାନ ସ୍ଥିତିରେ ସେମିତି ବଡ ଧରଣର ବନ୍ୟା ଆଶଙ୍କା ନଥିଲେ ବି ନଦୀରେ ଯେତିକି ଜଳ ପ୍ରବାହିତ ହେଉଛି, ତାହା ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଂକା ସୃଷ୍ଟି ହୋଇଛି । ୨୦୦୮ ମସିହାରେ ନରାଜ ଠାରେ କାଠଯୋଡିରେ ସର୍ବାଧିକ ୮ଲକ୍ଷ ୬୫ ହଜାର ଘନଫୁଟ୍ ଜଳ ପ୍ରବାହିତ ହୋଇଥିଲା । ମାତ୍ର ଏବେ ଏଠାରେ ୩ ଲକ୍ଷ ୭୦ ହଜାର ଘନଫୁଟ୍ ଜଳ ପ୍ରବାହିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.