୯ ଦଫା ଦାବିରେ ରେଳ କର୍ମଚାରୀଙ୍କ ଧାରଣା

Published By : Prameya-News7 Bureau | October 16, 2020 IST

ଅନୁଗୋଳ, ୧୬।୧୦:  ଶୁକ୍ରବାର ଇଷ୍ଟ କୋଷ୍ଟ ରେଲୱେ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ରେଳ କର୍ମଚାରୀମାନେ ତାଳଚେର ଷ୍ଟେସନରେ ଧାରଣାରେ ବସିଛନ୍ତି ।

{"id":345494,"sizeSlug":"large"}

ରେଳ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ ସମେତ କର୍ମଚାରୀଙ୍କୁ ଓଟି ପ୍ରଦାନ, ବାକିଥିବା ବୋନସ, ମାଇଲେଜ୍ ସିଷ୍ଟମକୁ ବନ୍ଦ କରିବା ପାଇଁ ସେମାନେଦାବି କରିଛନ୍ତି । ଏହାସହ ପିଇବା ପାଣି ସାଙ୍ଗକୁ ସିପିଟି ଡ୍ୟୁଟିକୁ ୧୧ ଘଣ୍ଟା ମଧ୍ୟରେ ସୀମିତ ରଖିବା ପାଇଁ  ଦାବି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଧମକ କର୍ମଚାରୀମାନେ ଦେଇଛନ୍ତି।

{"id":345495,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.