ରେଳ କର୍ମଚାରୀଙ୍କ ପାଇଁ ନିର୍ମଳା ସୀତାରମଣଙ୍କର ବଡ ଘୋଷଣା , ମିଳିବ ୭୮ ଦିନର ବୋନସ

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ -ରେଳ କର୍ମଚାରୀଙ୍କ ପାଇଁ ନିର୍ମଳା ସୀତାରମଣଙ୍କର ବଡ ଘୋଷଣା , ମିଳିବ ୭୮ ଦିନର ବୋନସ ।

ଅର୍ଥ ବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରକାଶ ଜାବେଡକର ବଡ ଘୋଷଣା କରିଛନ୍ତି । ଦିଲ୍ଲୀର ନ୍ୟାଶନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ରେଳ କର୍ମଚାରୀମାନଙ୍କୁ ୭୮ ଦିନର ବୋନସ ବିଷୟରେ ସୂଚନା ଦିଆଯାଇଛି । ଏଥିଯୋଗୁଁ ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ ।

wp:core-embed/twitter {"url":"https://twitter.com/ANI/status/1174256032161435648","type":"rich","providerNameSlug":"twitter","className":""}
https://twitter.com/ANI/status/1174256032161435648
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.