Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ରେଳ ଆଲର୍ଟ:ଶନିବାର ରାତିରେ ଅନଲାଇନ୍‌ ଟିକେଟ୍ ସଂରକ୍ଷଣ-ବାତିଲ୍ ରହିବ ବନ୍ଦ

29/02/2020 at 7:23 PM

ନୂଆଦିଲ୍ଲୀ ୨୯।୦୨ – ସୋମବାର ରାତିରେ ରେଳ ଟିକେଟ୍‌ ସଂରକ୍ଷଣ ଓ ବାତିଲ ବନ୍ଦ ରହିବ । ଭାରତୀୟ ରେଳବାଇ ଏହାର PRS (ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା) ସେବାକୁ ପ୍ରାୟ ୫ ଘଣ୍ଟା ବନ୍ଦ କରିବାକୁ ଘୋଷଣା କରିଛି। ବୈଷୟିକ ଉନ୍ନତି କାର୍ଯ୍ୟ ଓ ଅପଗ୍ରେଡସନ୍‌ ପାଇଁ ସର୍ଭର ରେଳ ସର୍ଭର ଏହି ସମୟରେ ବନ୍ଦ ରହିବ ।

ଶନିବାର ରାତିରେ ଏପରି ହେବ । ରାତିରେ ପ୍ରାୟ ୫ ଘଣ୍ଟା ପାଇଁ ଅପଗ୍ରେଡେସନ୍‌ ପାଇଁ ଅନ୍‌ଲାଇନ୍‌ ସେବା ବନ୍ଦ ହେବ ।ଏହି ସେବା ବନ୍ଦ ଯୋଗୁଁ ସଂରକ୍ଷଣ, ବାତିଲ୍, ଚାର୍ଟିଂ, ଇଣ୍ଟରନେଟ୍ ବୁକିଂ ଭଳି ସୁବିଧା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଅନ୍ୟ ଅନ୍‌ଲାଇ୍‌ନ୍‌ ସେବା ମଧ୍ୟ ଉପଲବ୍ଧ ହେବ ନାହିଁ ।

ବିଭିନ୍ନ ସମୟରେ ରେଳବା ଦ୍ୱାରା ବିଭିନ୍ନ ଟେକନିକାଲ୍‌ ସେବାର ଉନ୍ନତି ବା ଅପଗ୍ରେଡେସନ୍‌ କାର୍ଯ୍ୟ ହୋଇଥାଏ ।

   Related Posts