Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ରେଳରୋକ

7/01/2019 at 8:24 AM

ଭଦ୍ରକ ୭|୧: ଭଦ୍ରକରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ରେଳରୋକ କରାଯାଇଛି । ଭଦ୍ରକ ରେଳ ଷ୍ଟେସନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ରେଳରୋକ କରାଯାଇଛି । ସ୍ଥାନୀୟବାସିନ୍ଦା ମଧ୍ୟ ରେଳରୋକରେ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ ଅନେକ ଦିନ ହେବ ଭଦ୍ରକ ରେଳ ଷ୍ଟେସନ ନିକଟ ତାରିଣୀ ଲେବଲ କ୍ରସିଂ ନିକଟରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି କରାଯାଉଥିଲା । ଫଳରେ ଆଜି କଂଗ୍ରେସ ପକ୍ଷରୁ ଷ୍ଟେସନରେ ରେଳରୋକ କରାଯାଇଛି । ରେଳ ଧାରଣାରେ କଂଗ୍ରେସ କର୍ମୀଙ୍କ ସହ ସ୍ତାନୀୟବାସିନ୍ଦା ବସି ରହିଛନ୍ତି । ଏହାସହ ଭଦ୍ରକ ଷ୍ଟେସନରେ ୫ଟି ସୁପରଫାଷ୍ଟ ଟ୍ରେନ୍ ରହଣି ଦାବି ମଧ୍ୟ କରିଛନ୍ତି ଆନ୍ଦୋଳନକାରୀ ।

   Related Posts